ସଲମାନ ଖାନ ଅଭିନୀତ ସିନେମା ‘ଟ୍ୟୁବଲାଇଟ’ର ଲାଟେଷ୍ଟ ଫଟୋ ଜାରି ହୋଇଛି । ଇରାଂଜୀ ପରେ ଏବେ ହିନ୍ଦୀ ଭର୍ସନରେ ରିଲିଜ ହୋଇଛି ପୋଷ୍ଟର । ଆସନ୍ତା ସପ୍ତାହରେ ସିନେମାର ପ୍ରଥମ ଟିଜର ରିଲିଜ ହେବ । ୬୦ ଦଶକର ଇଣ୍ଡୋଚାଇନା ଯୁଦ୍ଧ ଉପରେ ପର୍ଯ୍ୟବେସିତ ହୋଇଛି ସିନେମା ଟ୍ୟୁବଲାଇଟ । ସଲମାନ ଖାନଙ୍କ ବିପକ୍ଷରେ ଚୀନ ନାୟିକା ଜୁହୁ ଜୁହୁ ଏଥିରେ ଅଭିନୟ କରୁଛନ୍ତି । ଆସନ୍ତା ଜୁନ୍ ୨୩ରେ ଟ୍ୟୁବଲାଇଟ ବଡ ପରାଦରେ ରିଲିଜ୍ ହେବ ।
ସଲମାନ ଖାନଙ୍କ ସିନେମା ‘ଟ୍ୟୁବଲାଇଟ’ର ନୂତନ ପୋଷ୍ଟର ଜାରି !
/kanak/media/post_attachments/wp-content/uploads/2017/04/vlcsnap-2017-04-26-09h51m16s323.png)