ଆପଣ ପ୍ରତିଦିନ ବ୍ୟବହାର କରୁଥିିବା ଟୁଥପେଷ୍ଟ ଟ୍ୟୁବର ଧାରରେ ଅଙ୍କିତ ବିଭିନ୍ନ ରଙ୍ଗର ଅର୍ଥ ଜାଣନ୍ତି କି ?

143

ଆପଣ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଯେଉଁ ଟୁଥପେଷ୍ଟର ବ୍ୟବହାର ଆପଣ ପ୍ରତିଦିନ କରୁଛନ୍ତି ତାହା କେମିକାଲ ମୁକ୍ତ କି ନୁହଁ । ଟୁଥପେଷ୍ଟର ବ୍ୟବହାର ସମୟରେ ଆପଣ କେବେ ନା କେବେ ନିଶ୍ଚୟ ଧ୍ୟାନ ଦେଇଥିବେ ସବୁ ଟୁଥପେଷ୍ଟର ଟ୍ୟୁବର ପଛଭାଗରେ ଥିବା ଧାରରେ ଅଲଗା ଅଲଗା ରଙ୍ଗର ଚିହ୍ନ ଥାଏ । ଯଦି ଆପଣଙ୍କ ପାଖରେ ଏ ପ୍ରଶ୍ନର ଉତ୍ତର ନାହିଁ ତେବେ ଆଜି ଆସନ୍ତୁ ଜାଣିବା ଏହାର ଅର୍ଥ କ’ଣ ।

ପ୍ରତିଦିନ ବ୍ୟବହାର କରାଯାଉଥିବା ଅଲଗା ଅଲଗା ଟୁଥପେଷ୍ଟର ଟ୍ୟୁବରେ କଳା, ଲାଲ, ନୀଳ ଓ ସବୁଜ ରଙ୍ଗର ଚିହ୍ନ ଧାରରେ ଥାଏ । ଅଧିକତର ଟ୍ୟୁବର ଧାରରେ ଏହା ଏକ ସଙ୍କେତ ପରି କାମ କରେ । ଏହାର ଅର୍ଥ ଅଲଗା ଅଲଗା ହୋଇଥାଏ ।

ଆସନ୍ତୁ ଜାଣିବା ଏହି ରଙ୍ଗର ଅର୍ଥ କ’ଣ-

କଳା ରଙ୍ଗର ଅର୍ଥ – ସମ୍ପୂର୍ଣ୍ଣ ରୂପେ କେମିକାଲ ଯୁକ୍ତ ଟୁଥପେଷ୍ଟ

ନୀଳ ରଙ୍ଗ-  ପ୍ରାକୃତିକ + ଔଷଧଯୁକ୍ତ

ଲାଲ ରଙ୍ଗ- ପ୍ରାକୃତିକ+ କେମିକାଲ ଯୁକ୍ତ

ସବୁଜ ରଙ୍ଗ- ସମ୍ପୁର୍ଣ୍ଣ ରୁପେ ପ୍ରାକୃତିକ

                                                ସୌଜନ୍ୟ-ଜାଗରଣ ଜୋଶ