ଖଣ୍ଡପଡ଼ା ବିଧାନସଭା ଆସନରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଆଗରେ : ୮୨୧୦ ଭୋଟରେ ଆଗୁଆ ସୌମ୍ୟରଞ୍ଜନ ପଟ୍ଟନାୟକ

202

କନକ ବ୍ୟୁରୋ : କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଖଣ୍ଡପଡ଼ା ବିଧାନସଭା ଆସନରେ ଭୋଟ ଗଣତି ଚାଲିଛି । ଦିନ ୧.୫୦ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡପଡ଼ା ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିଛନ୍ତି । ତୃତୀୟ ରାଉଣ୍ଡ ସୁଦ୍ଧା ଖଣ୍ଡପଡ଼ା ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ରହିଛନ୍ତି । ମୋଟ୍ ୮୨୧୦ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ଆଗୁଆ ଅଛନ୍ତି ବିଜେଡ଼ି ପ୍ରାର୍ଥୀ ।

Comments are closed.