କେନ୍ଦ୍ରାପଡା : ଗରାପୁର ଖଡିଅଙ୍କ ଛକରେ ଅଟୋ ଚାଳକଙ୍କୁ ଗୁଳିମାଡ

Advertisment
କେନ୍ଦ୍ରାପଡା : ଗରାପୁର ଖଡିଅଙ୍କ ଛକରେ ଅଟୋ ଚାଳକଙ୍କୁ ଗୁଳିମାଡ

photo courtesy-http://media.graytvinc.com

କନକ ବ୍ୟୁରୋ : କେନ୍ଦ୍ରାପଡାରେ ଗର୍ଜିଲା ବନ୍ଧୁକ । ଗରାପୁର ଖଡିଅଙ୍କ ଛକରେ ଅଟୋ ଚାଳକଙ୍କୁ ଗୁଳିମାଡ ହୋଇଛି । ଆଜି ସକାଳୁ ସକାଳୁ ଏହି ଗୁଳିମାଡ ଘଟିଥିବା ସୂଚନା ମିଳିଛି । ଏବଂ ଏହି ଗୁଳିମାଡ଼ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ସନ୍ଦେହ କରାଯାଉଛି । ତେବେ ଗରାପୁର ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ଅଟୋ ଚାଳକଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe