କେନ୍ଦ୍ରାପଡା : ଗରାପୁର ଖଡିଅଙ୍କ ଛକରେ ଅଟୋ ଚାଳକଙ୍କୁ ଗୁଳିମାଡ

8

କନକ ବ୍ୟୁରୋ : କେନ୍ଦ୍ରାପଡାରେ ଗର୍ଜିଲା ବନ୍ଧୁକ । ଗରାପୁର ଖଡିଅଙ୍କ ଛକରେ ଅଟୋ ଚାଳକଙ୍କୁ ଗୁଳିମାଡ ହୋଇଛି । ଆଜି ସକାଳୁ ସକାଳୁ ଏହି ଗୁଳିମାଡ ଘଟିଥିବା ସୂଚନା ମିଳିଛି । ଏବଂ ଏହି ଗୁଳିମାଡ଼ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ସନ୍ଦେହ କରାଯାଉଛି । ତେବେ ଗରାପୁର ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ଅଟୋ ଚାଳକଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.