ବଲିଉଡ ଅଭେିନେତ୍ରୀ କଙ୍ଗନା ରାଣାୱତଙ୍କ ମତରେ ଶରୀରକୁ ସୁସ୍ଥ ରଖିବାପାଇଁ ପ୍ରତିଦିନ ଖାଲି ପାଦରେ ଚାଲିବା ସବୁଠାରୁ ଭଲ ଉପାୟ । କଙ୍ଗନା ରାଣାୱତ୍ ଓ "ରଙ୍ଗୁନ' ସିନେମାର କିଛି କଳାକାର ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସହ "ମାକ୍ସ ବୁପା ବ୍ୟାଙ୍ଗ ଫର ହେଲଥ' ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଅବସରରେ କଙ୍ଗନା କହିଛନ୍ତି ସୁସ୍ଥ ରହିବା ପାଇଁ ଖାଲି ପାଦରେ ଚାଲିବା ଏକ ଭଲ ଉପାୟ ଏବଂ ୬୦ ବର୍ଷ ବୟସରେ ସମସ୍ତେ ପ୍ରତିଦିନ ୩୦ ମିନିଟ ପାଦରେ ଚାଲିବା ଦରକାର । ପ୍ରତିଦିନ କିଛି ସମୟ ଚାଲିବା ଆମପାଇଁ ଚମତ୍କାରୀ ସାବ୍ୟସ୍ତ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/4z.jpg)