Advertisment

କନକ ଏକ୍ସକ୍ଲୁସିଭ୍

ସହରକୁ ଅନ୍ଧାର କରିବାକୁ ଷଡ଼ଯନ୍ତ୍ର : ବିଜୁଳି କାଟ୍ ପାଇଁ ଭୁବନେଶ୍ୱର ବରମୁଣ୍ଡା ଇଲେକ୍ଟ୍ରିକାଲ ସବଡିଭିଜନର ଜେଇ ସୁବ୍ରତ ମିଶ୍ରଙ୍କ ଡିଲ୍, ପଇସା ନେଇ ଲାଇନ କାଟିବାକୁ ଅଫର post image

ସହରକୁ ଅନ୍ଧାର କରିବାକୁ ଷଡ଼ଯନ୍ତ୍ର : ବିଜୁଳି କାଟ୍ ପାଇଁ ଭୁବନେଶ୍ୱର ବରମୁଣ୍ଡା ଇଲେକ୍ଟ୍ରିକାଲ ସବଡିଭିଜନର ଜେଇ ସୁବ୍ରତ ମିଶ୍ରଙ୍କ ଡିଲ୍, ପଇସା ନେଇ ଲାଇନ କାଟିବାକୁ ଅଫର

ଅପରେସନ ବ୍ଲାକଆଉଟ । ସାଧୁତା ପରୀକ୍ଷାରେ ଫେଲ୍ ମାରିଲେ ଅଭିମନ୍ୟୁ, କନକ ନ୍ୟୁଜରେ ମୁହଁ ଖୋଲିଲେ । କହିଲେ, କହିଥିଲ କଣ, କଲ କଣ ? post image

ଅପରେସନ ବ୍ଲାକଆଉଟ । ସାଧୁତା ପରୀକ୍ଷାରେ ଫେଲ୍ ମାରିଲେ ଅଭିମନ୍ୟୁ, କନକ ନ୍ୟୁଜରେ ମୁହଁ ଖୋଲିଲେ । କହିଲେ, କହିଥିଲ କଣ, କଲ କଣ ?

ପଇସା ପାଇଁ ହେଉଛି ପାୱାରକଟ୍ । ଟଙ୍କା ପାଇଁ ବିକ୍ରି ହେଉଛନ୍ତି ବାବୁ, ଅପରେସନ ବ୍ଲାକଆଉଟରେ ଲାଞ୍ଚୁଆ ଅଫିସରଙ୍କ ମୁଖା ଖୋଲିବ କନକ ନ୍ୟୁଜ୍ । post image

ପଇସା ପାଇଁ ହେଉଛି ପାୱାରକଟ୍ । ଟଙ୍କା ପାଇଁ ବିକ୍ରି ହେଉଛନ୍ତି ବାବୁ, ଅପରେସନ ବ୍ଲାକଆଉଟରେ ଲାଞ୍ଚୁଆ ଅଫିସରଙ୍କ ମୁଖା ଖୋଲିବ କନକ ନ୍ୟୁଜ୍ ।

ଅପରେସନ ବ୍ଲାକଆଉଟ୍ । କ୍ୟାମେରାରେ କଏଦ ହେଲା ଲାଞ୍ଚୁଆ ବାବୁଙ୍କ ମୁହଁ, ଟଙ୍କା ଲୋଭରେ ବିକ୍ରି ହେଉଛନ୍ତି ସରକାରୀ ଅଧିକାରୀ । post image

ଅପରେସନ ବ୍ଲାକଆଉଟ୍ । କ୍ୟାମେରାରେ କଏଦ ହେଲା ଲାଞ୍ଚୁଆ ବାବୁଙ୍କ ମୁହଁ, ଟଙ୍କା ଲୋଭରେ ବିକ୍ରି ହେଉଛନ୍ତି ସରକାରୀ ଅଧିକାରୀ ।

ଓଡିଶା ହାତରୁ ଖସୁଛି, ଆନ୍ଧ୍ରରେ ପଶୁଛି । ମିଳୁନାହିଁ ରାଜ୍ୟ ସରକାରଙ୍କ ଯୋଜନା, ଆନ୍ଧ୍ର କବଜାରେ ଜୁମଡାଙ୍ଗ post image

ଓଡିଶା ହାତରୁ ଖସୁଛି, ଆନ୍ଧ୍ରରେ ପଶୁଛି । ମିଳୁନାହିଁ ରାଜ୍ୟ ସରକାରଙ୍କ ଯୋଜନା, ଆନ୍ଧ୍ର କବଜାରେ ଜୁମଡାଙ୍ଗ

ମଝି ଦରିଆରେ ପାଣିରେ ଫସିଗଲା ମାଛଧରା ବୋଟ୍ । ଚାହୁଁ ଚାହୁଁ ବୁଡିଗଲା ଡଙ୍ଗା । ବର୍ଷା ରାତିରେ ମୃତ୍ୟୁକୁ ମାତ୍ ଦେଇ ବଞ୍ଚିଗଲେ ୮ ଜଣ ମତ୍ସ୍ୟଜୀବୀ । post image

ମଝି ଦରିଆରେ ପାଣିରେ ଫସିଗଲା ମାଛଧରା ବୋଟ୍ । ଚାହୁଁ ଚାହୁଁ ବୁଡିଗଲା ଡଙ୍ଗା । ବର୍ଷା ରାତିରେ ମୃତ୍ୟୁକୁ ମାତ୍ ଦେଇ ବଞ୍ଚିଗଲେ ୮ ଜଣ ମତ୍ସ୍ୟଜୀବୀ ।

ଚର୍ଚ୍ଚା ହେଲା, ମାସ ମାସ ଧରି ନ୍ୟୁଜ୍ ପ୍ରସାରଣ ହେଲା । କିନ୍ତୁ ବଦଳିଲାନି ନଗଡାର ଚିତ୍ର, ଏବେ ବି ନଗଡ଼ା ଶିଶୁ ଦେହରେ ବାରି ହେଉଛି ଅପପୃଷ୍ଟିର ଅଲିଭା ଦାଗ । post image

ଚର୍ଚ୍ଚା ହେଲା, ମାସ ମାସ ଧରି ନ୍ୟୁଜ୍ ପ୍ରସାରଣ ହେଲା । କିନ୍ତୁ ବଦଳିଲାନି ନଗଡାର ଚିତ୍ର, ଏବେ ବି ନଗଡ଼ା ଶିଶୁ ଦେହରେ ବାରି ହେଉଛି ଅପପୃଷ୍ଟିର ଅଲିଭା ଦାଗ ।

ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ସରକାରୀ ସୁବିଧା ପାଇବା ପାଇଁ ୮୦ କିଲୋମିଟର ଯାତ୍ରା କରୁଛନ୍ତି ୫୪ଟି ଗାଁର ଲୋକେ, ନିଦା ବିଷ୍ଣୁ ସାଜିଛି ପ୍ରଶାସନ । post image

ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ସରକାରୀ ସୁବିଧା ପାଇବା ପାଇଁ ୮୦ କିଲୋମିଟର ଯାତ୍ରା କରୁଛନ୍ତି ୫୪ଟି ଗାଁର ଲୋକେ, ନିଦା ବିଷ୍ଣୁ ସାଜିଛି ପ୍ରଶାସନ ।

ସେନାକୁ ମୋଦି ସରକାରଙ୍କ ଗ୍ରୀନ୍ ସିଗନାଲ । ଭାରତୀୟ ସୀମା ଉପରେ ପାକିସ୍ତାନ ଡ୍ରୋନ ଉଡିବା ମାତ୍ରେ ଧ୍ୱଂସ କରିବାକୁ ନିର୍ଦ୍ଦେଶ । post image

ସେନାକୁ ମୋଦି ସରକାରଙ୍କ ଗ୍ରୀନ୍ ସିଗନାଲ । ଭାରତୀୟ ସୀମା ଉପରେ ପାକିସ୍ତାନ ଡ୍ରୋନ ଉଡିବା ମାତ୍ରେ ଧ୍ୱଂସ କରିବାକୁ ନିର୍ଦ୍ଦେଶ ।

କନକ ଏକ୍ସକ୍ଲୁସିଭ୍: କ୍ରସରର କଳା ଧୂଆଁ କରୁଛି ସାଂଘାତିକ କିଡନୀ ରୋଗ ! ୩ ବର୍ଷରେ ଗଲାଣି ୬୦ରୁ ଅଧିକ ଜୀବନ, ମୃତ୍ୟୁର ସଉଦାଗରକୁ କେବେ ମିଳିବ ଶାସ୍ତି ? post image

କନକ ଏକ୍ସକ୍ଲୁସିଭ୍: କ୍ରସରର କଳା ଧୂଆଁ କରୁଛି ସାଂଘାତିକ କିଡନୀ ରୋଗ ! ୩ ବର୍ଷରେ ଗଲାଣି ୬୦ରୁ ଅଧିକ ଜୀବନ, ମୃତ୍ୟୁର ସଉଦାଗରକୁ କେବେ ମିଳିବ ଶାସ୍ତି ?

ସବସ୍କ୍ରାଇବ କରନ୍ତୁ