ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା କମଲ ହାସନଙ୍କର ଆଜି ଜନ୍ମଦିନ । ତାଙ୍କ ଅଭିନୟ ଦକ୍ଷତାକୁ ଯେତେ ତାରିଫ କଲେ ସେତେ କମ ହେବ । ମାତ୍ର ୩ ବର୍ଷ ବୟସରୁ ସେ ଏକ ତାମିଲ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ । କେବଳ ଯେ ଦକ୍ଷିଣ ଭାରତୀୟ ଫିଲ୍ମ ତା ନୁହଁ, ବଲିଉଡରେ ମଧ୍ୟ ସେ ବେଶ ପରିଚିତ । ଫିଲ୍ମ ବ୍ୟତୀତ ତାଙ୍କର ବିବାହ ଓ ପ୍ରେମ ପ୍ରସଙ୍ଗକୁ ନେଇ ବେଶ କିଛି ଦିନ ପାଇଁ ଚର୍ଚ୍ଚାରେ ଥିଲେ କମଲ ହାସନ ।
୬୨ ବର୍ଷରେ ପଦାର୍ପଣ କଲେ ଲୋକପ୍ରିୟ ଅଭିନେତା କମଲ ହାସନ
/kanak/media/post_attachments/wp-content/uploads/2016/11/unnamed-file.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)