ଗ୍ରାହକମାନଙ୍କ ସକାଶେ ଆକର୍ଷଣୀୟ ପ୍ରିପେଡ୍ ଏବଂ ପୋଷ୍ଟ୍ପେଡ୍ ଅଫର ପ୍ରଦାନ କରିବାରେ ରିଲାଏନ୍ସ ଜିଓ ବେଶ୍ ଆଗୁଆ । ଟେଲିକମ୍ କମ୍ପାନି ରିଲାଏନ୍ସ ଜି ତା’ର ଗ୍ରାହକମାନଙ୍କ ପାଇଁ ଆଣିଛି ୨ଟି ପ୍ରିପେଡ୍ ରିଚାର୍ଜ ଯୋଜନା । କମ୍ପାନି ୫୦୯ ଓ ୭୯୯ ଟଙ୍କାର ଦୁଇଟି ଯୋଜନା ବାହାର କରିଛି ।
source : News Nation୫୦୯ ଟଙ୍କାର ରିଚାର୍ଜ କରି ଗ୍ରାହକ ଦିନକୁ ୪ ଜିବି ଇଣ୍ଟର୍ନେଟ୍ ପାଇପାରୁଥିବା ବେଳେ ୭୯୯ ରିଚାର୍ଜ କଲେ ୫ ଜିବି ଡାଟା ବ୍ୟବହାର କରିପାରିବେ । ଏହି ଦୃତ ଗତି ୪ଜିସ ଡାଟାର ଅବଧି ରହିଛି ୨୮ ଦିନ । ଡାଟା ବ୍ୟବହାର କରି ଦିନକର ସୀମା ଅତିକ୍ରମ କରି ଯିବା ପରେ ବ୍ୟବହାରକାରୀ ୬୪ କେବିପିଏସ୍ ଗତିରେ ଡାଟା ସୁବିଧାର ଲାଭ ଉଠାଇ ପାରିବେ । ଏହି ଚିଚାର୍ଜ ଯୋଜନାରେ ଡାଟା ସହ ଅସୀମିତ ଲୋକାଲ, ଏସ୍ଟିଡି, ଏବଂ ରୋମିଂ ଭଏସ୍ କଲିଂ ସୁବିଧା ବି ଉପଲବ୍ଧ । ଏହା ସହିତ ଗ୍ରାହକ ଦିନକୁ ୧୦୦ ଏସ୍ଏମ୍ଏସ୍ ସୁବିଧା ବି ପାଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/526605-reliancejio789.jpg)