ଝାଡଖଣ୍ଡ ଧାନବାଦରେ ଗ୍ୟାଙ୍ଗୱାର ! ଗୁଳିମାଡରେ ପୂର୍ବତନ ନଗରପାଳଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

19

କନକ ବ୍ୟୁରୋ : ଝାଡଖଣ୍ଡ ଧାନବାଦରେ ଗୁଳିକାଣ୍ଡ । ଏଥିରେ ଜଣେ ପୁର୍ବତନ ନଗରପାଳଙ୍କ ସହ ୪ ଜଣଙ୍କର ମୃତ୍ୟୁ ଘଟିଛି । ପୁର୍ବତନ ନଗରପାଳଙ୍କ ଉପରକୁ ୧୮ ରାଉଣ୍ଡ ଗୁଳିମାଡ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଗୁଳିମାଡ ପଛରେ ରାଜନେତିକ କାରଣ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗୁଳିକାଣ୍ଡ ପଛରେ ବିଜେପି ସଂପୃକ୍ତ ଅଛି ବୋଲି ବିରୋଧୀମାନେ ଆରୋପ ଲଗାଇଛନ୍ତି ।