କନକ ବ୍ୟୁରୋ : ଲୁଟ୍ ପରେ ହତ୍ୟା । କଳାହାଣ୍ଡି ଜୟପାଟଣା ମୁଖିଗୁଡାରେ ଲୁଟ୍ ପରେ ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମୁଖିଗୁଡା ସେକ୍ଟର ୨ ଅଂଚଳର ସୁନାମୀ ବେୱାଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସୁନା ଗହଣା ଲୁଟିବା ପରେ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡି : ଜୟପାଟଣା ମୁଖିଗୁଡାରେ ଲୁଟ୍ ପରେ ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
/kanak/media/post_attachments/wp-content/uploads/2017/03/4-4.jpg)