କନକ ବ୍ୟୁରୋ : କଟକ ପରେ ଏବେ ରାଜଧାନୀରେ ଜଣ୍ଡିସ ଭୟ । ଭୁବନଶ୍ୱରର ବିଭିନ୍ନ ସ୍ଥାନରେ କାମଳରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସିଆରପି ମୁଣ୍ଡାସାହିରେ ବହୁ ଲୋକ ଏବେ ଜଣ୍ଡିସରେ ଆକ୍ରାନ୍ତ ହେଉଛନ୍ତି । ଆଜି ମୁଣ୍ଡାସାହିରେ ସ୍ଥିତି ପରଖିନ୍ତି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ ମନ୍ତ୍ରୀ ଅଶୋକ ପଣ୍ଡା ।
କାମଳ କଲା କଲବଲ ! ମହାନଗରରେ ବୁଲିଲେ ମନ୍ତ୍ରୀ ଏବଂ ମେୟର
/kanak/media/post_attachments/wp-content/uploads/2017/03/vlcsnap-2017-03-17-11h26m58s203.png)