ହ୍ୱାଟସଆପ ଜରିଆରେ ହିଂସା ବଢାଉଥିବା ଅଭିଯୋଗରେ ୬୫ଜଣ ଯୁବକ ଅଟକ ! ବିଭ୍ରାନ୍ତିକର ଖବରକୁ କରୁଥିଲେ ପ୍ରସାର

Advertisment
ହ୍ୱାଟସଆପ ଜରିଆରେ ହିଂସା ବଢାଉଥିବା ଅଭିଯୋଗରେ ୬୫ଜଣ ଯୁବକ ଅଟକ ! ବିଭ୍ରାନ୍ତିକର ଖବରକୁ କରୁଥିଲେ ପ୍ରସାର

କନକ ବ୍ୟୁରୋ : ହ୍ୱାଟସଆପ ଜରିଆରେ ହିଂସା ବଢାଉଥିବା ଅଭିଯୋଗରେ ଜାମ୍ମୁ-କାଶ୍ମିର ପୋଲିସ ୬୫ ଜନ ଯୁବକଙ୍କୁ ଅଟକ ରଖିଛି । ପୋଲିସର କହିବା ମୁତାବକ ଏହି ଯୁବକମାନେ ବିଭିନ୍ନ ହ୍ୱାଟସଆପ ଗ୍ରୁପ କରି ବିଭ୍ରାନ୍ତିକାର ଖବରକୁ ପ୍ରସାରିତ କରୁଥିଲେ ।

ଏହାବାଦ ରାଜରେ ଦଙ୍ଗା ସୃଷ୍ଟି କରିବାକୁ ଲୋକଙ୍କୁ ଉସକାଉଥିଲେ । ମିଥ୍ୟା ଏନକାଉଂଟର ହୋଇଥିବା ନେଇ ଏହି ଯୁବକମାନେ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe