କନକ ବ୍ୟୁରୋ : ହ୍ୱାଟସଆପ ଜରିଆରେ ହିଂସା ବଢାଉଥିବା ଅଭିଯୋଗରେ ଜାମ୍ମୁ-କାଶ୍ମିର ପୋଲିସ ୬୫ ଜନ ଯୁବକଙ୍କୁ ଅଟକ ରଖିଛି । ପୋଲିସର କହିବା ମୁତାବକ ଏହି ଯୁବକମାନେ ବିଭିନ୍ନ ହ୍ୱାଟସଆପ ଗ୍ରୁପ କରି ବିଭ୍ରାନ୍ତିକାର ଖବରକୁ ପ୍ରସାରିତ କରୁଥିଲେ ।
ଏହାବାଦ ରାଜରେ ଦଙ୍ଗା ସୃଷ୍ଟି କରିବାକୁ ଲୋକଙ୍କୁ ଉସକାଉଥିଲେ । ମିଥ୍ୟା ଏନକାଉଂଟର ହୋଇଥିବା ନେଇ ଏହି ଯୁବକମାନେ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-21-08h30m24s165.png)