କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ସୋପିଆନ ଜିଲ୍ଲାରେ ସଂଘର୍ଷ । ପିଂଜୁରା ଗ୍ରାମବାସୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସ୍ଥାନୀୟ ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ତେବେ ଗାଁ ଭିତରେ ସୁରକ୍ଷାକର୍ମୀ ପ୍ରବେଶ କରିବା ମାତ୍ରକେ ଏମାନଙ୍କ ଉପରକୁ ଆଖିବୁଜା ପଥରମାଡ କରିଥିଲେ ଗ୍ରାମବାସୀ । ଏହାର ଜବାବ ଦେବାକୁ ଯାଇ ସୁରକ୍ଷାକର୍ମୀ ମଧ୍ୟ ଗୁଳିମାଡ କରିଥିଲେ ।
ଜମ୍ମୁ-କଶ୍ମୀର : ସୋପିଆନ ଜିଲ୍ଲାରେ ଗ୍ରାମବାସୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ
/kanak/media/post_attachments/wp-content/uploads/2017/03/vlcsnap-2017-03-07-08h45m07s852.png)