ତୁଷାରପାତ ସାଙ୍ଗକୁ ମନୋରମ ପରିବେଶ : ଜାମ୍ମୁ-କାଶ୍ମୀରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

Advertisment
ତୁଷାରପାତ ସାଙ୍ଗକୁ ମନୋରମ ପରିବେଶ : ଜାମ୍ମୁ-କାଶ୍ମୀରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

https://www.ibtimes.co.in/

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ତୁଷାରପାତ । ବରଫପାତର ମଜା ନେଉଛନ୍ତି ପର୍ଯ୍ୟଟକ । ଜାମ୍ମୁକାଶ୍ମୀର ପହଲଗାମ ଜିଲ୍ଲାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଶୀତ ଆରମ୍ଭରୁ ତୁଷାରପାତ ମଜା ନେବାକୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିିଳିଛି । ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ଖାସକରି ବରଫ ପାତର ଝଲକ ଦେଖିବାକୁ ଦୂରଦୁରାନ୍ତରୁ ପର୍ଯ୍ୟଟକ ଭିଡ଼ ଜମୁଛି ।

ବରଫ ଉପରେ ଛୋଟରୁ ବଡ଼ ସମସ୍ତେ ମଜା ନେଉଛନ୍ତି ।  ଫୋନ ଯୋଗାଯୋଗରେ ଅସୁବିଧା ହେଉଥିବା କଥା କହିଛନ୍ତି ପର୍ଯ୍ୟଟକ । ସେପଟେ ତୁଷାରପାତ ପାଇଁ ଗଛପତ୍ର, ଘରଦ୍ୱାରା, ରାସ୍ତାଘାଟ ସବୁ ଧଳା ଚାଦର ତଳେ ଢ଼ାଙ୍କି ହୋଇ ରହିଛି । ଯାତାୟତରେ ସମସ୍ୟା ଦେଖାଦେଇଛି । ଶୀତର ପ୍ରକୋପ ମଧ୍ୟ ବଢ଼ିବାରେ ଦେଖା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe