ଅରିଜିତଙ୍କ ଯାଦୁଗରୀ କଣ୍ଠରେ ‘ଜବ ହ୍ୟାରି ମେଟ ସୈଜଲ’ର ନୂଆ ଗୀତ !

ଅରିଜିତଙ୍କ ଯାଦୁଗରୀ କଣ୍ଠରେ ‘ଜବ ହ୍ୟାରି ମେଟ ସୈଜଲ’ର ନୂଆ ଗୀତ !

photo courtesy -indianexpress.com

ଶାହାରୁଖ ଓ ଅନୁଷ୍କାଙ୍କ ଅଭିନୀତି ‘ଜବ ହ୍ୟାରି ମେଟ ସୈଜଲ’ର ନୂଆ ଗୀତ ରିଲିଜ । ଗୀତର ଟାଇଟଲ ରହିଛି ‘ହୱାୟେଁ’ । ରିଲିଜ ହୋଇଥିବା ତୃତୀୟ ଗୀତରେ ଅନୁଷ୍କା ଓ ଶାହାରୁଙ୍କ ରୋମାନ୍ସ ସହ ସ୍ୟାଡ ଟ୍ରାକକୁ ସ୍ଥାନ ଦିଆଯାଇଛି । ଗୀତକୁ କମ୍ପୋଜ କରିଛନ୍ତି ପ୍ରୀତମ ଓ କଣ୍ଠଦାନ କରିଛନ୍ତି ଅରିଜିତ । ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ‘ଜବ ହ୍ୟାରି ମେଟ ସୈଜଲ’ ଅଗଷ୍ଟ ୪ରେ ରିଲିଜ ହେବ । ତୃତୀୟ ଥର ପାଇଁ ଶାହାରୁଖ ଓ ଅନୁଷ୍କା ଏକାଠି ଅଭିନୟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe