ରିଲିଜ୍ ହେଲା ଶାହାରୁଖ-ଅନୁଷ୍କାଙ୍କ ଆଗାମୀ ସିନେମା ‘ଜବ ହ୍ୟାରି ମିଟ ସୈଜଲ’ର ପ୍ରଥମ ଗୀତ !

ରିଲିଜ୍ ହେଲା ଶାହାରୁଖ-ଅନୁଷ୍କାଙ୍କ ଆଗାମୀ ସିନେମା ‘ଜବ ହ୍ୟାରି ମିଟ ସୈଜଲ’ର ପ୍ରଥମ ଗୀତ !

photo courtesy -https://i.ndtvimg.com

ଶାହାରୁଖ-ଅନୁଷ୍କାଙ୍କ ଆଗାମୀ ସିନେମା ‘ଜବ ହ୍ୟାରି ମିଟ ସୈଜଲ’ର ପ୍ରଥମ ଗୀତ ରିଲିଜ ହୋଇଛି । @ହମଦାବାଦରେ ଏହି ଗୀତକୁ ରିଲିଜ କରିଛନ୍ତି କିଙ୍ଗ୍ ଖାନ୍ । ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ ସହ ମିଶି ଶାହାରୁଖ ସିନେମାର ପ୍ରଥମ ଗୀତକୁ ରିଲିଜ କରିଛନ୍ତି ।

ଗୀତର ଟାଇଟେଲ ରହିଛି ‘ମେ ବନୁଁଗି ତେରୀ ରାଧା’ । ପ୍ରୀତମ ଚକ୍ରବର୍ତ୍ତୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଗୀତକୁ ଗାଇଛନ୍ତି ସୁନିଧି ଚୌହାନ ଓ ସାହିଦ ମଲାୟା । ପୂର୍ବରୁ ସିନେମାର ୩ଟି ମିନି ଟିଜର ରିଲିଜ କରାଯାଇଛି । ଏବେ ସିନେମାର ନୂଆ ଟ୍ରେଲର ରିଲିଜକୁ ଅପେକ୍ଷା । ଅଗଷ୍ଟ ୪ରେ ରିଲିଜ ହେବ ଜବ ହ୍ୟାରି ମିଟ ସୈଜଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe