ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ବାସଭବନରେ ଇଡ଼ିର ଚଢ଼ାଉ !

Advertisment
କାର୍ତ୍ତିି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା ! ସର୍ବୋଚ୍ଚ ଅଦାଲତ କହିଲେ, ଆଇନ୍ ସହ ଖେଳିଳେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

image courtesy-http://indianexpress.com

କନକ ବ୍ୟୁରୋ : ଆଇଏନ୍ଏକ୍ସ ମିଡିଆ କଳାଟଙ୍କା ଧଳା କରାଯିବା ମାମଲରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ତରଫରୁ କାର୍ତ୍ତି ଚିଦାମ୍ବରମ୍‌ଙ୍କର ଦିଲ୍ଲୀ ଏବଂ ଚେନ୍ନାଇ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି । ଗୁରୁବାର ଦିନ, ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ତ୍ତିଙ୍କୁ ସାନି ସମନ୍ ଜାରି କରିଥିଲା । ପୂର୍ବରୁ ଗୁରୁବାର ଦିନ ତାଙ୍କୁ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ତାହାକୁ ସେ ଏଡ଼ାଇ ଯାଇଥିଲେ। ପୁଣି ଥରେ ତାଙ୍କୁ ଜାନୁଆରି ୧୬ ତାରିଖ ଦିନ ହାଜର ହେବାକୁ କୁହାଯାଇଛି । ଗତ ମେ ମାସରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ତାଙ୍କ ସହ ଅନ୍ୟକେତେ ଜଣକ ନାମରେ ମାମଲା ରୁଜୁ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe