ଟଙ୍କା ମୋହରେ ସ୍ତ୍ରୀର ଗଣଦୁଷ୍କର୍ମ ଅଭିଯୋଗ ଆଣିଲା ସ୍ୱାମୀ ! ପୋଲିସର ଯାଞ୍ଚ ପରେ ଯୁବକ ଏବେ ଜେଲରେ

Advertisment
ଟଙ୍କା ମୋହରେ ସ୍ତ୍ରୀର ଗଣଦୁଷ୍କର୍ମ ଅଭିଯୋଗ ଆଣିଲା ସ୍ୱାମୀ !  ପୋଲିସର ଯାଞ୍ଚ ପରେ ଯୁବକ ଏବେ ଜେଲରେ

କଥାରେ ଅଛି ରକ୍ଷକ ଯଦି ରକ୍ଷକ ସାଜେ ଆପଣ ଦୋଷ ଦେବେ କାହାକୁ । ମିରଟର ଦୌରାଲା ଥାନାରେ ଏପରି ଏକ ଭୟଙ୍କର ତଥା ନିନ୍ଦନୀୟ ଘଟଣାର ଅଭିଯୋଗ ଆସିଛି । ଏହି ଅଞ୍ଚଳର ଜଣେ ଭିକ ମାଗୁଥିବା ମହିଳା ଚଳନ୍ତା କାରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଏହି ମାମଲାର ଯାଞ୍ଚ ପରେ ପୋଲିସ ଜାଣିବାକୁ ପାଇଲା କି ଉକ୍ତ ମହିଳା ତାଙ୍କ ସ୍ୱାମୀ ସହ ମିଶି ଯୁବକଙ୍କ ଠାରୁ ଟଙ୍କା ପାଇବା ପାଇଁ ଏପରି ନକଲି ଅଭିଯୋଗ କରିଥିଲେ । ପୋଲିସର ପଚରାଉଚରା ପରେ ମହିଳା ଜଣକ ନିଜ ସ୍ୱାମୀ ବିରୋଧରେ ସବୁ ସତ କଥା କହିଥିଲେ । ସବୁକଥା ଶୁଣି ସାରି ମହିଳାଙ୍କ ସ୍ୱାମୀଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିବା କଥା ପୋଲିସ ପ୍ରକାଶ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe