ଦବଙ୍ଗ ଗର୍ଲଙ୍କ ଭୁୟସୀ ପ୍ରଶଂସା କଲେ ବଲିଉଡ ହାର୍ଟଥ୍ରୋବ ହ୍ରିତିକ ରୋଶନ । ସୋନାକ୍ଷୀ ଜଣେ ଦକ୍ଷ ଅଭିନେତ୍ରୀ । ଅଭିନଠୁ ନୃତ୍ୟ ସବୁଥିରେ ସେ ପାରଙ୍ଗମ ବୋଲି କହିଛନ୍ତି ହ୍ରିତିକ । ଦବଙ୍ଗଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ରିଲିଜ ହୋଇଥିବା ସୋନାକ୍ଷୀଙ୍କ ସମସ୍ତ ସିନେମା ହ୍ରିତିକ ଦେଖିଥିବା କହିଛନ୍ତି । ଏହାସହ ସେ ଦବଙ୍ଗ ଗର୍ଲଙ୍କ ଜଣେ ବଡ ପ୍ରଶଂସକ ବୋଲି ପ୍ରକାଶ କରିଛନ୍ତି ହ୍ରିତିକ ।
ଦବଙ୍ଗ ଗର୍ଲଙ୍କୁ ହ୍ରିତିକ ରୋଶନ ପ୍ରଶଂସା ! କହିଲେ, ସୋନାକ୍ଷୀ ଜଣେ ଦକ୍ଷ ଅଭିନେତ୍ରୀ
/kanak/media/post_attachments/wp-content/uploads/2017/04/7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)