ୟୁଟ୍ୟୁବରେ ଆପଣ ଅଫଲାଇନ ହୋଇ ମଧ୍ୟ ଭିଡିଓ ଦେଖିପାରିବେ । ଏହା କେବଳ ସ୍ମାର୍ଟଫୋନରେ ସମ୍ଭବ ହୋଇ ପାରିବ । ଯଦି ଆପଣ ବି ଦିନସାରା ୟୁଟ୍ୟୁବରେ ଭିଡିଓ ଦେଖି ବହୁତ ଡାଟା ଖର୍ଚ୍ଚ କରୁଛନ୍ତି ତେବେ ଏହି ଖବର ଶୁଣି ଆପଣ ଖୁସି ହେବେ । ଅଫଲାଇନ ଭିଡିଓ ଦେଖିବା ପାଇଁ ଆପଣଙ୍କୁ ନିଜର ମନପସନ୍ଦରର ଭିଡିଓକୁ ସେଭ କରିବାକୁ ପଡିବ ।
ନିକଟରେ ୟୁଟ୍ୟୁବ ନିଜ ପଲିସିକୁ ବଦଳାଇଛି । ଏବେ ଯେକୌଣସି ଭିଡିଓରେ ୧୦,୦୦୦ ଭିଉ ଆସବା ପରେ ହି ୟୁଟ୍ୟୁବରେ ଆପଣ ଟଙ୍କା ରୋଜଗାର କରିପାରିବେ ।
- ପ୍ରଥମେ ସ୍ମାର୍ଟଫୋନରେ ୟୁଟ୍ୟୁବି ଆପକୁ ଇନଷ୍ଟଲ କରନ୍ତୁ ।
- ଏବେ ଆପକୁ ଯାଇ ଯେଉଁ ଭିଡିଓ ଆପଣ ଦେଖିବା ପାଇଁ ଚାହୁଁଛନ୍ତି ତାକୁ ଖୋଲନ୍ତୁ । ଆପଣଙ୍କୁ ସେବାର ଅପ୍ସନ ଦେଖାଦେବ । କିନ୍ତୁ ଏହାସବୁ ଭିଡିଓ ପାଇଁ ନୁହଁ ।
-ଭିଡିଓ ସେଭ କରିବା ପରେ ଆପଣ ଯେତେବେଳ ଇଚ୍ଛା ଏହାକୁ ଅଫଲାଇନ ଦେକଇପାରେିବ । ଏଥିପାଇଁ ଆପଣଙ୍କୁ ଇଂଟନେଟର ଦରକାର ପଡିବ ନରାହିଁ ।
-ଅଫଲାଇନ ଭିଡିଓ ଦେଖିବା ପାଇଁ ଆପଣ ୟୁଟ୍ୟୁବ ଆପକୁ ଯାଇ ଫ୍ରୋଫାଇଲକୁ ଯାଆନ୍ତୁ । ଆପଣଙ୍କ ଅଫଲାଇନ ଭିଡିଓର ସେବା ମିଳିବ । ଏବେ ଆପଣ ଏହି ଭିଡିଓକୁୁ ଅଫଲାଇନ ଦେଖିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vc.jpg)