ଆସନ୍ତା ଏପ୍ରିଲ ୨୮ରେ ବାହୁବଳୀ-୨ ରିଲିଜ ହେବାକୁ ଥିବାବେଳେ ପ୍ରଶଂସକ ମାନଙ୍କ ମଧ୍ୟରେ ଏହି ସିନେମାକୁ ନେଇ ଉତ୍ସାହ ବଢିଯାଇଛି । ଗୁଜୁରାଟର ଗୋଟିଏ ହୋଟେଲରେ ସ୍ୱତନ୍ତ୍ର ବାହୁବଳୀ ନାମରେ ଖାଦ୍ୟର ମେନୁ ରଖାଯାଇଛି । ଏହି ହୋଟେଲର ମାଲିକ କହିଛନ୍ତି ଯେ ସେ ବାହୁବଳୀ ଫିଲ୍ମର ବଡ ପ୍ରଶଂସକ ହୋଇଥିବାରୁ ଏହାକୁ ସମ୍ମାନ ଦେବାପାଇଁ ଏଭଳି କରିଛନ୍ତି । ଏହି ହୋଟେଲକୁ ବିଦେଶୀ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସୁଥିବାରୁ ବାହୁବଳୀ -୨ ସିନେମାକୁ ବିଦେଶରେ ପହଂଚାଇବା ପାଇଁ ଏହି ଅଭିନବ ଉଦ୍ୟମ କରାଯାଇଛି ।
ରିଲିଜ ପୂର୍ବରୁ ବାହୁବଲୀ-୨ର ଲୋକପ୍ରିୟତା ! ଗୁଜୁରାଟର ଗୋଟିଏ ହୋଟେଲରେ ବାହୁବଳୀ ନାମରେ ମିଳୁଛି ଖାଦ୍ୟ ମେନୁ
/kanak/media/post_attachments/wp-content/uploads/2017/04/vlcsnap-2017-04-20-08h30m09s531.png)