କନକ ବ୍ୟୁରୋ : ଗୋପାଳପୁର ବିଧାନସଭା ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ । ବ୍ରହ୍ମପୁର ମହାନଗର ନିଗମର ୫ଟି ୱାର୍ଡ଼, ରଙ୍ଗେଇଲୁଣ୍ଡା ବ୍ଲକର ୩୨ ଟି ପଂଚାୟତ ଓ ଗୋପାଳପୁର ଏନଏସି, କୁକୁଡାଖଣ୍ଡି ବ୍ଳକର ୫ଟି ପଂଚାୟତକୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀ ଗଠିତ । ୩ ଟି ବ୍ଲକ୍ ବିଜେଡ଼ି ହାତରେ ରହିଛି ।
୨୦୧୯ର ଲଢେଇ
ବିଜେଡି: ଡ. ପ୍ରଦୀପ ପାଣିଗ୍ରାହୀ
କଂଗ୍ରେସ : ଧର୍ମରାଜ ରେଡ୍ଡି
ବିଜେପି: ବିଭୁତି ଭୂଷଣ ଜେନା
ବିଜେଡି: ଡ.ପ୍ରଦୀପ ପାଣିଗ୍ରାହୀ
- ୨୦୦୯ ଓ ୨୦୧୪ରେ ୨ ଥର ଲଗାତର ବିଧାୟକ
- ଉଚ୍ଚଶିକ୍ଷା ମନ୍ତ୍ରୀ ବି ରହିଥିଲେ
- ଟାଣୁଆ ନେତା ତଥା ଯୁବ ସଂଗଠକ
- ମୁଖ୍ୟମନ୍ତ୍ରୀଙ୍କ ଅନୁଗତ
କଂଗ୍ରେସ: ଧର୍ମରାଜ ରେଡ୍ଡି
- ବିଧାନସଭା ନିର୍ବାଚନ ପାଇଁ ଗୋପାଳପୁରର ନୂଆ ମୁହଁ
- ପୂର୍ବରୁ ସରପଂଚ ଥିଲେ
- ତେଲୁଗୁ ସଂପ୍ରଦାୟର ବଡ ଭୋଟ୍ ରହିଛି
ବିଜେପି: ବିଭୁତି ଭୂଷଣ ଜେନା
- ବିଜେଡି ସାଧାରଣ ସମ୍ପାଦକ
- ଲୋକପ୍ରିୟ ନେତା ତଥା ସଂଗଠକ
- ୨୦୦୯ ଓ ୨୦୧୪ରେ ଲଢି ହାରିଛନ୍ତି
- ୨୦୧୪ରେ ୨୦୦୯ ଅପେକ୍ଷା ପାଖାପାଖି ୩ ଗୁଣା ଭୋଟ୍ ପ୍ରତିଶତ ବୃଦ୍ଧି
ମୁହାଁମୁହିଁ ପ୍ରାର୍ଥୀ
- ଲଗାତର ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି ବିଜେଡି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
- ୨ ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବାରୁ ଲୋକପ୍ରିୟ ନେତା
- ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନା ୨ ଥର ହାରିଛନ୍ତି, ତୃତୀୟ ଥର ପାଇଁ ପରୀକ୍ଷା
- କଂଗ୍ରେସ ନୂଆ ଚେହେରା ଦେଇଛି
ଗୋପାଳପୁର ବିଧାନସଭା ଆସନ
- ଗୋପାଳପୁର ବିଜେଡିର ଗଡ ହୋଇଯାଇଛି
- ପୂର୍ବରୁ ରାମଚନ୍ଦ୍ର ସେଠୀ ୨ ଥର ଜନତା ଦଳରୁ ଏବଂ ଥରେ ବିଜେଡିରୁ ବିଧାୟକ ଥିଲେ
- ୨୦୦୪ରେ କଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରା ବିଧାୟକ ହୋଇଥିଲେ
- ୨୦୦୯ ଏବଂ ୨୦୧୪ରେ ପ୍ରଦୀପ ପାଣିଗ୍ରାହୀ ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୯ ହଜାର ୬୪୯
- ମତ ଦେଇଥିଲେ – ୧ ଲକ୍ଷ ୧୭ ହଜାର ୬୪୩
- ଭୋଟଦାନ ହାର – ୬୫.୪୮%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଡ଼. ପ୍ରଦୀପ ପାଣିଗ୍ରାହୀ ବିଜେଡି ୫୫,୨୬୫ ୪୬.୯୮% ବିଜୟୀ
ଭଗବାନ ଗନ୍ତାୟତ କଂଗ୍ରେସ ୨୧,୭୪୧ ୧୮.୪୮% ପରାସ୍ତ
ବିଭୂତି ଭୂଷଣ ଜେନା ବିଜେପି ୩୫,୧୫୩ ୨୯.୮୮% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଡ଼. ପ୍ରଦୀପ ପାଣିଗ୍ରାହୀ
ଦଳ - ବିଜେଡି
ଭୋଟ - ୫୫,୨୬୫
ପ୍ରତିଶତ - ୪୬.୯୮%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ବିଭୂତି ଭୂଷଣ ଜେନା
ଦଳ - ବିଜେପି
ଭୋଟ - ୩୫,୧୫୩
ପ୍ରତିଶତ - ୨୯.୮୮%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଭଗବାନ ଗନ୍ତାୟତ
ଦଳ - କଂଗ୍ରେସ
ଭୋଟ - ୨୧,୭୪୧
ପ୍ରତିଶତ - ୧୮.୪୮%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ଡ଼କ୍ଟର ପ୍ରଦୀପ ପାଣିଗ୍ରାହୀ ଜିତିଥିଲେ
- ୫୫ ହଜାର ୨୬୫ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କୁ ପରାସ୍ତ କରିଥିଲେ
- ୨୦ ହଜାର ୧୧୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ
- ବିଏସପି, ଆପ୍ ଏବଂ ସମତାକ୍ରାନ୍ତି ପ୍ରାର୍ଥୀ ସମେତ ୬ ଜଣ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୮ ହଜାର ୪୨୫
- ମତ ଦେଇଥିଲେ – ୮୭ ହଜାର ୯୪୬
- ଭୋଟଦାନ ହାର – ୫୫.୫୫%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଡ଼. ପ୍ରଦୀପ ପାଣିଗ୍ରାହୀ ବିଜେଡି ୩୭,୬୧୨ ୪୨.୭୭% ବିଜୟୀ
ଡ଼. ତ୍ରୀନାଥ ବେହେରା କଂଗ୍ରେସ ୧୮୮୫୪ ୨୧.୪୪% ପରାସ୍ତ
ବିଭୂତି ଭୂଷଣ ଜେନା ବିଜେପି ୧୩,୧୧୨ ୧୪.୯୧% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଡ଼. ପ୍ରଦୀପ ପାଣିଗ୍ରାହୀ
ଦଳ – ବିଜେଡି
ଭୋଟ - ୩୭,୬୧୨
ପ୍ରତିଶତ - ୪୨.୭୭%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ବିଭୂତି ଭୂଷଣ ଜେନା
ଦଳ - ବିଜେପି
ଭୋଟ - ୧୩,୧୧୨
ପ୍ରତିଶତ - ୧୪.୯୧%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଡ଼. ତ୍ରୀନାଥ ବେହେରା
ଦଳ - କଂଗ୍ରେସ
ଭୋଟ - ୧୮୮୫୪
ପ୍ରତିଶତ - ୨୧.୪୪%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡି ପ୍ରାର୍ଥୀ ଡ଼. ପ୍ରଦୀପ ପାଣିଗ୍ରାହୀ ଲଗାତର ଦ୍ୱତୀୟ ଥର ବିଜୟୀ ହୋଇଥିଲେ ।
- ୩୭ ହଜାର ୬୧୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଡ଼କ୍ଟର ତ୍ରୀନାଥ ବେହେରାଙ୍କୁ ପରାସ୍ତ କରିଥିଲେ
- ୧୮ ହଜାର ୭୫୮ ଭୋଟ୍ରେ ବିଜୟୀ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ
- ସ୍ୱାଧୀନ ପ୍ରାର୍ଥୀ ଅନୁଜ କୁମାର ନାୟକ ୧୪ ହଜାର ୬୭୯ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
- ବିଜେପି ୧୩ ହଜାର ୧୧୨ ଖଣ୍ଡ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲା ।
- ୪ ଜଣ ସ୍ୱାଧିନ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ କେବଳ କଂଗ୍ରେସର ପ୍ରାର୍ଥୀ ବଦଳିଥିଲେ ।
- ତ୍ରିନାଥ ବେହେରାଙ୍କ ସ୍ଥାନରେ ଭଗବାନ ଗନ୍ତାୟତଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା ।
- ବିଜେଡି ଓ ବିଜେପିର ପ୍ରାର୍ଥୀ ରିପିଟ୍ ହୋଇଥିଲେ ।