ବିଦେଶରେ ହେଲା ‘ଜେଣ୍ଟେଲମ୍ୟାନ’ ସିନେମାର ସମ୍ପୂର୍ଣ୍ଣ ସୁଟିଂ !

ବିଦେଶରେ ହେଲା ‘ଜେଣ୍ଟେଲମ୍ୟାନ’ ସିନେମାର ସମ୍ପୂର୍ଣ୍ଣ ସୁଟିଂ !

photo courtesy -http://ste.india.com

ଫରେନ ଲୋକେସନ ମିଆମୀରେ ସମ୍ପୂର୍ଣ୍ଣ ସୁଟିଂ ହୋଇଥିବା ପ୍ରଥମ ଆକ୍ସନ ସିନେମା ଭାବେ ନିଜ ନାଁ ଦର୍ଜ କରିଛି ଜେଂଟଲମ୍ୟାନ । ମିୟାମୀର ବିଭିନ୍ନ ସୁନ୍ଦର ଲୋକେସନରେ ସିନେମା ସୁଟିଂ କରାଯାଇଛି । ‘ଜେଣ୍ଟେଲମ୍ୟାନ’ରେ ଆର୍କଷଣୀୟ ଲୋକେସନ, ଜବରଦସ୍ତ ଆକ୍ସନ ଦୃଶ୍ୟ ଓ ଦମଦାର ମନୋରଞ୍ଜନ ରହିଛି । ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମାଲୋହୋତ୍ରା ଓ ଜ୍ୟାକଲିନ ଅଭିନୟ କରିଛନ୍ତି । ଏହି ସିନେମା ଅଗଷ୍ଟ ୨୩ରେ ରିଲିଜ ହେବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe