ଆଜି ବଡପରଦାକୁ ଆସୁଛି ରୋମାଂଟିକ୍ ଥ୍ରୀଲର ସିନେମା "ୱଜା ତୁମ୍ ହୋ'

ଆଜି ବଡପରଦାକୁ ଆସୁଛି ରୋମାଂଟିକ୍ ଥ୍ରୀଲର ସିନେମା "ୱଜା ତୁମ୍ ହୋ'

source-google

ଫିଲ୍ମି ଫ୍ରାଇଡେରେ ଆଜି ସିଲଭରସ୍କ୍ରିନକୁ ଆସୁଛି ରୋମାଂଟିକ୍ ଥ୍ରୀଲର ଫିଲ୍ମ "ୱଜା ତୁମ୍ ହୋ' । ଫିଲ୍ମରେ ଅଛନ୍ତି ତିନି ତିନି ଜଣ ନାୟକ ଶର୍ମନ ଯୋଶୀ, ଗୁରୁମିତ୍ ଚୌଧରୀ ଏବଂ ରଜନୀଶ ଦୁଗଲ । ତାଙ୍କ ବିପକ୍ଷରେ ଦେଖାଦେବେ ସାନା ଖାନ୍ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ହେଟ୍ ଷ୍ଟୋରୀ ଫେମ୍ -ବିଶାଲ ପାଣ୍ଡ୍ୟା । ରୋମାନ୍ସ ଓ ଥ୍ରୀଲର ସହ ସିନେମାରେ ରହିଛି ଭରପୁର ସସପେନ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe