ଫିଲ୍ମି ଫ୍ରାଇଡେରେ ଆଜି ସିଲଭରସ୍କ୍ରିନକୁ ଆସୁଛି ରୋମାଂଟିକ୍ ଥ୍ରୀଲର ଫିଲ୍ମ "ୱଜା ତୁମ୍ ହୋ' । ଫିଲ୍ମରେ ଅଛନ୍ତି ତିନି ତିନି ଜଣ ନାୟକ ଶର୍ମନ ଯୋଶୀ, ଗୁରୁମିତ୍ ଚୌଧରୀ ଏବଂ ରଜନୀଶ ଦୁଗଲ । ତାଙ୍କ ବିପକ୍ଷରେ ଦେଖାଦେବେ ସାନା ଖାନ୍ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ହେଟ୍ ଷ୍ଟୋରୀ ଫେମ୍ -ବିଶାଲ ପାଣ୍ଡ୍ୟା । ରୋମାନ୍ସ ଓ ଥ୍ରୀଲର ସହ ସିନେମାରେ ରହିଛି ଭରପୁର ସସପେନ୍ସ ।
ଆଜି ବଡପରଦାକୁ ଆସୁଛି ରୋମାଂଟିକ୍ ଥ୍ରୀଲର ସିନେମା "ୱଜା ତୁମ୍ ହୋ'
/kanak/media/post_attachments/wp-content/uploads/2016/12/22-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)