ମାଲକାନଗିରି ବିଚ୍ଛିନ୍ନାଂଚଳରେ ବନ୍ୟା ପରିସ୍ଥିତି ! ଏମଭି ୯୦, ଏମଭି ୯୬ ନାଳ ଉପରେ ୫ଫୁଟର ପାଣି

Advertisment
ମାଲକାନଗିରି ବିଚ୍ଛିନ୍ନାଂଚଳରେ ବନ୍ୟା ପରିସ୍ଥିତି ! ଏମଭି ୯୦, ଏମଭି ୯୬ ନାଳ ଉପରେ ୫ଫୁଟର ପାଣି

କନକ ବ୍ୟୁରୋ : ବିଚ୍ଛିନ୍ନାଚଂଳ କାଲିମେଳାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଏମଭି ୯୦ , ଏମଭି ୯୬ ନାଳ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କାଲିମେଳାରୁ ମୋଟୁ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe