ଜନ୍ ଆବ୍ରାହମଙ୍କ ଅଭୀନିତ ସିନେମା ‘ପରମାଣୁ-ଦ ଷ୍ଟୋରୀ ଅଫ ପୋଖରାନ’ର ପ୍ରଥମ ପୋଷ୍ଟର ଜାରି !

ଜନ୍ ଆବ୍ରାହମଙ୍କ ଅଭୀନିତ ସିନେମା ‘ପରମାଣୁ-ଦ ଷ୍ଟୋରୀ ଅଫ ପୋଖରାନ’ର ପ୍ରଥମ ପୋଷ୍ଟର ଜାରି !

photo courtesy -indianexpress.com

ଜନ୍ ଆବ୍ରାହମଙ୍କ ଅଭୀନିତ ସିନେମା ‘ପରମାଣୁ-ଦ ଷ୍ଟୋରୀ ଅଫ ପୋଖରାନ’ର ପ୍ରଥମ ପୋଷ୍ଟର ଜାରି । ୧୯୯୮ ମସିହାରେ ରାଜସ୍ଥାନ ପୋଖରାନରେ ହୋଇଥିବା ପରୀକ୍ଷଣକୁ ନେଇ ପର୍ଯ୍ୟବେସିତ ହୋଇଛି ସିନେମାର କାହାଣୀ । ସିନେମାର ପ୍ରଥମ ପୋଷ୍ଟରକୁ ଜନ୍ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କକଟେଲ ଗର୍ଲ ଡାଏନା ଓ ଅଭିନେତା ବୋମନ ଇରାନୀ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି । ଡିସେମ୍ବର ୮ରେ ରିଲିଜ ହେବ ସିନେମା ପୋଖରାଣ ‘ପରମାଣୁ-ଦ ଷ୍ଟୋରୀ ଅଫ ପୋଖରାନ' ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe