ଜନ୍ ଆବ୍ରାହମଙ୍କ ଅଭୀନିତ ସିନେମା ‘ପରମାଣୁ-ଦ ଷ୍ଟୋରୀ ଅଫ ପୋଖରାନ’ର ପ୍ରଥମ ପୋଷ୍ଟର ଜାରି । ୧୯୯୮ ମସିହାରେ ରାଜସ୍ଥାନ ପୋଖରାନରେ ହୋଇଥିବା ପରୀକ୍ଷଣକୁ ନେଇ ପର୍ଯ୍ୟବେସିତ ହୋଇଛି ସିନେମାର କାହାଣୀ । ସିନେମାର ପ୍ରଥମ ପୋଷ୍ଟରକୁ ଜନ୍ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କକଟେଲ ଗର୍ଲ ଡାଏନା ଓ ଅଭିନେତା ବୋମନ ଇରାନୀ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି । ଡିସେମ୍ବର ୮ରେ ରିଲିଜ ହେବ ସିନେମା ପୋଖରାଣ ‘ପରମାଣୁ-ଦ ଷ୍ଟୋରୀ ଅଫ ପୋଖରାନ' ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/parmanu-john-first-look-759.jpg)