କନକ ବ୍ୟୁରୋ : କଟକ ବିଗ୍ ବଜାରରେ ବଡ଼ ଧରଣରର ଅଗ୍ନିକାଣ୍ଡ । ସୋମବାର ସକାଳେ ସ୍ଥାନୀୟ ଦରଘା ବଜାର ପୁରୁଣା ଜେଲ୍ ପରିସର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆର୍କେଡରେ ଥିବା ବିଗ୍ ବଜାରରେ ନିଆଁ ଲାଗିଛି। । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । କେଉଁ କାରଣ ପାଇଁ ନିଆଁ ଲାଗିଛି ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡରେ ଗୋଟିଏ ବାର କ୍ଷତିଗ୍ରସ୍ତ ହୋଇଛି ।
ଅଭିଯୋଗ ପରେ ଘଟଣାସ୍ଥଳରେ ୩ଟି ଦମକମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି । ମୁଖ୍ୟ ଅଗ୍ନିଶମ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ସୂଚନା ଅନୁସାରେ ୪ ମହଲାରେ ନିଆଁ ଲାଗିଥିଲା । ପୁଲିସ୍ ଏବେ ଅଗ୍ନିକାଣ୍ଡ ଘଟିବା ନେଇ ତଦନ୍ତ ଆରମ୍ଭ କରିିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/fiie560_1513578332_618x347.jpeg)