ମହିଳା ଆରଆଇଙ୍କୁ ମହିଳା ଓକିଲଙ୍କ ମାଡ ! ସମ୍ବଲପୁର ଟାଉନ ଥାନାରେ ଏତଲା

Advertisment
ମହିଳା ଆରଆଇଙ୍କୁ ମହିଳା ଓକିଲଙ୍କ ମାଡ ! ସମ୍ବଲପୁର ଟାଉନ ଥାନାରେ ଏତଲା

କନକ ବ୍ୟୁରୋ : ମହିଳା ଆରଆଇଙ୍କୁ ମାଡ ମାରିଲେ ମହିଳା ଓକିଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ । ସୂଚନା ଅନୁଯାୟୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୀତାଞ୍ଜଳି ପାଣିଗ୍ରାହୀ ନାମକ ଜଣେ ମହିଳା ଆରଆଇଙ୍କୁ ସୁରଞ୍ଜନି ବାରିକ ନାମକ ଜଣେ ମହିଳା ଆଇନଜୀବୀ ମାଡ ମାରିଛନ୍ତି । ଏନେଇ ସମ୍ବଲପୁର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ଗୀତାଞ୍ଜଳି । ଓକିଲଙ୍କ ମନ ମୁତାବକ ଜଣେ ବ୍ୟକ୍ତିଙ୍କ ସାର୍ଟିଫିକେଟ୍ ନକରାଇଦେବାରୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଆରଆଇ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe