କନକ ବ୍ୟୁରୋ : ବିଧାନସଭାରେ ଥମୁନି ଚାଷୀ ତାତି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଗୃହ କମିଟି ଗଠନ ଦାବିରେ ବିରୋଧୀ ହୋହାଲ୍ଲା କରିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗୃହରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଛନ୍ତି ।
ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କୃଷିମନ୍ତ୍ରୀ ଗୃହରେ ମିଥ୍ୟା ତଥ୍ୟ ରଖିଲେ । ସ୍ୱାଧୀକାର ଭଙ୍ଗ ପ୍ରସ୍ତାବକୁ ବାଚସ୍ପତି ହାଲୁକା ଭାବେ କାହିଁକି ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ତୁରନ୍ତ ଏଥିପାଇଁ ରୁଲିଂ ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-15-07h19m14s715.png)