ପୂର୍ବ କ୍ରିକେଟର ସଚିନ୍ ତେନ୍ଦୁଲକର ଶୁକ୍ରବାର ଦିନ ନିଜର ଫିଲ୍ମ ‘ସଚିନ : ଏ ବିଲିୟନ ଡ୍ରିମ୍ସ’ ର ଶୁଭକାମନା ନେଇ ଭେଟିଛନ୍ତି ମୋଦିଙ୍କୁ । ମୋଦି ସଚିନଙ୍କୁ ଫିଲ୍ମରଶୁଭ କାମନା ଜଣାଇ କହିଥିଲେ -‘ଜୋ ଖେଲେ, ୱହି ଖିଲେ’ ।
ସାକ୍ଷାତ ପରେ ସଚିନ ଖୁବ୍ ଖୁସି ହୋଇଛନ୍ତି । ଆଉ ମୋଦିଙ୍କୁ ଟ୍ୱିଟ୍ କରିଛନ୍ତି –“ ଆପଣଙ୍କର ଏହି ପ୍ରେରଣାଦାୟକ ସନ୍ଦେଶ ପାଇଁ ଧନ୍ୟବାଦ ମୋଦିଜୀ । ମୁଁ ଆପଣଙ୍କ ସହ ପୂର୍ଣ୍ଣ ସହମତ ” । ମୋଦି ମଧ୍ୟ ସଚିନଙ୍କୁ ଭେଟି ଖୁବ୍ ଖୁସି ହୋଇଛନ୍ତି ।
ଏହାସହ ମଧ୍ୟ ପଢନ୍ତୁ - ଆଜି ରିଲିଜ ହୋଇଛି ପ୍ରଥମ ଓଡିଆ ବାୟୋପିକ୍ ସିନେମା ‘ତୁଳସୀ ଅପା’ !
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/sachin-meet-modi.jpg)