ଗଂଜାମ : ପୋଲିସ ଏନକାଉଣ୍ଟରରେ ୨ଜଣ ଅପରାଧୀ ଆହତ

ଗଂଜାମ : ପୋଲିସ ଏନକାଉଣ୍ଟରରେ ୨ଜଣ ଅପରାଧୀ ଆହତ

କନକ ବ୍ୟୁରୋ : ଗଂଜାମରେ ପୁଣି ଅପରାଧିଙ୍କୁ ଟାର୍ଗେଟ କରିଛି ପୋଲିସ । ପୋଲିସର ଏନକାଉଣ୍ଟରରେ ୨ ଜଣ ଅପରାଧୀ ଆହତ ହୋଇଛନ୍ତି । ଗଂଜାମ ଖଲିକୋଟ କହ୍ନେଇପୁରରେ ବିଳମ୍ବିତ ରାତିରେ ଏନକାଉଣ୍ଟର ହୋଇଛି । ଏଥିରେ ଅପରାଧୀ ମିଟୁ ପ୍ରଧାନ ଓ ଗୋ÷÷ରୀ ନାହାକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଅପରାଧିଙ୍କ ନିକଟରୁ ୨ଟି ବନ୍ଦୁକ ସହ ଅଫୁଟା ଗୁଳି ଓ ବାଇକ ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe