କେନ୍ଦୁଝର : ବନଖଣ୍ଡ ଅଂଚଳରେ ଆତଙ୍କ ଖେଳାଇଲେ ହାତୀପଲ

Advertisment
ଶକ୍ତି ବିଭାଗକୁ ହାତୀ ଚନ୍ତା ! ହାତୀଙ୍କ ଗତିବିଧି ଉପରେ ନଜର ରଖିବେ ସ୍ୱତନ୍ତ୍ର ଦଳ,ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ଏସଡ଼ିଓ ପାହ୍ୟାର ଅଧିକାରୀ ।

କନକ ବ୍ୟୁରୋ : କେନ୍ଦୁଝରରେ ହାତୀ ମଣିଷ ଲଢେଇ । କେନ୍ଦୁଝର ବନଖଣ୍ଡ ଅଂଚଳରେ ପାଖାପାଖି ୯୭ଟି ହାତୀ ପଲ ପଶିଆସି ଆତଙ୍କ ଖେଳାଇଛନ୍ତି । ତେନ୍ତିଳିଖୁଂଟି ଗାଁ କୁ ୮ ଟି ବଣୁଆ ହାତୀ ପଲ ପଶିଆସି ଗାଁ ମଝିରେ ଥିବା ଏକ ଛୋଟ ଜଙ୍ଗଲରେ ଡେରା ପକାଇଛନ୍ତି । ଚାରିପଟେ ଧାନ ବିଲ ସହ ଘର ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହାତୀଙ୍କୁ ଘଉଡାଇବାକୁ ଗାଁ ଲୋକଙ୍କ ସହ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ଏହି ହାତୀ ପଲ ବାରମ୍ବାର ବିଲରେ ପଶି ଧନ ଖାଇବା ସହ ବାରମ୍ବାର ଗାଁ ମୁହାଁ ହେଉଛନ୍ତି । ସ୍ଥାନୀୟ ଲୋକଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି । ଆକ୍ରମରରେ ୨ଜଣ ଗୁରୁତର ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe