ଢେଙ୍କାନାଳ : ଗଁଦିଆ କୁସୁଦାରେ ରାଜନୈତିକ ହିଂସା, ୩ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ ଓ ଜଣେ ଆହତ

Advertisment
ଢେଙ୍କାନାଳ : ଗଁଦିଆ କୁସୁଦାରେ ରାଜନୈତିକ ହିଂସା, ୩ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ ଓ ଜଣେ ଆହତ

କନକ ବ୍ୟୁରୋ : ଢେଙ୍କାନାଳ ଗଁଦିଆ କୁସୁଦାରେ ରାଜନୈତିକ ହିଂସା । ୩ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି । ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ମାୟାଧର ପ୍ରଧାନ । ଗୁରୁତର ବିଚିତ୍ରାନନ୍ଦ ପ୍ରଧାନଙ୍କୁ ବରପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe