Advertisment
ମାଲକାନଗିରି ମାଥିଲିରେ ବିଳମ୍ବିତ ରାତି ଯାଏଁ ଚାଲିଲା ଭୋଟ୍ । ଇଭିଏମରେ ତ୍ରୁଟି ଯୋଗୁଁ ରାତି ୧୨ଟା ଯାଏଁ ଭୋଟ ଗ୍ରହଣ । ଭୋଟ୍ ଦେଲେ ୧୧ଶହ ଭୋଟର ।  post image

ମାଲକାନଗିରି ମାଥିଲିରେ ବିଳମ୍ବିତ ରାତି ଯାଏଁ ଚାଲିଲା ଭୋଟ୍ । ଇଭିଏମରେ ତ୍ରୁଟି ଯୋଗୁଁ ରାତି ୧୨ଟା ଯାଏଁ ଭୋଟ ଗ୍ରହଣ । ଭୋଟ୍ ଦେଲେ ୧୧ଶହ ଭୋଟର । 

ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ ଏବଂ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ମୁହାଁମୁହିଁ । ଶିବଶଙ୍କର ପ୍ରଦୀପଙ୍କୁ ମାଡ ମାରିଥିବା ଅଭିଯୋଗ । post image

ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ ଏବଂ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ମୁହାଁମୁହିଁ । ଶିବଶଙ୍କର ପ୍ରଦୀପଙ୍କୁ ମାଡ ମାରିଥିବା ଅଭିଯୋଗ ।

୭୪ ପ୍ରତିଶତ ମତଦାନ ସହ ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ଭୋଟିଂ । ବ୍ରହ୍ମପୁରରେ ସର୍ବନିମ୍ନ ଭୋଟିଂ । post image

୭୪ ପ୍ରତିଶତ ମତଦାନ ସହ ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ଭୋଟିଂ । ବ୍ରହ୍ମପୁରରେ ସର୍ବନିମ୍ନ ଭୋଟିଂ ।

ଶୋଭାଯାତ୍ରା କରି ଆସିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ନାମାଙ୍କନ ନ କରି ଫେରିଆସିଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା post image

ଶୋଭାଯାତ୍ରା କରି ଆସିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ନାମାଙ୍କନ ନ କରି ଫେରିଆସିଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା

ବୟାନକୁ ନେଇ ବିବାଦରେ କଙ୍ଗନା । କହିଲେ, ୨୦୧୪ରେ ଦେଶକୁ ମିଳିଥିଲା ପ୍ରକୃ୍ତ ସ୍ୱାଧୀନତା, ପାକିସ୍ତାନ ଯଦି ମୁସଲିମ ରାଷ୍ଟ୍ର ଭାରତ.. post image

ବୟାନକୁ ନେଇ ବିବାଦରେ କଙ୍ଗନା । କହିଲେ, ୨୦୧୪ରେ ଦେଶକୁ ମିଳିଥିଲା ପ୍ରକୃ୍ତ ସ୍ୱାଧୀନତା, ପାକିସ୍ତାନ ଯଦି ମୁସଲିମ ରାଷ୍ଟ୍ର ଭାରତ..

ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ । ବିଶାଳ ରୋଡ ଶୋରେ ମୋଦୀ, କାଲି କାଶୀ ବିଶ୍ୱନାଥଙ୍କ ପୂଜା ପରେ ଭରିବେ ନାମାଙ୍କନ post image

ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ । ବିଶାଳ ରୋଡ ଶୋରେ ମୋଦୀ, କାଲି କାଶୀ ବିଶ୍ୱନାଥଙ୍କ ପୂଜା ପରେ ଭରିବେ ନାମାଙ୍କନ

ଅଡୁଆରେ ବିଜେପି ଫାୟାରବ୍ରାଣ୍ଡ ପ୍ରାର୍ଥୀ ମାଧବୀଲତା । ମୁସଲିମ ଭୋଟରଙ୍କ ବୁର୍ଖା କାଢି ପରିଚୟପତ୍ର ଯାଂଚ, ମାମଲା ରୁଜୁ post image

ଅଡୁଆରେ ବିଜେପି ଫାୟାରବ୍ରାଣ୍ଡ ପ୍ରାର୍ଥୀ ମାଧବୀଲତା । ମୁସଲିମ ଭୋଟରଙ୍କ ବୁର୍ଖା କାଢି ପରିଚୟପତ୍ର ଯାଂଚ, ମାମଲା ରୁଜୁ

ଇଭିଏମରେ ସିଲ ହେଭିୱେଟଙ୍କ ଭାଗ୍ୟ ।ଅଖିଳେଶ, ଓୱେସୀ,ଅର୍ଜୁନ ମହୁଆ,ଅଧୀର ରଂଜନ,ଶର୍ମିଳା ଦେଲେ ଅଗ୍ନିପରୀକ୍ଷା post image

ଇଭିଏମରେ ସିଲ ହେଭିୱେଟଙ୍କ ଭାଗ୍ୟ ।ଅଖିଳେଶ, ଓୱେସୀ,ଅର୍ଜୁନ ମହୁଆ,ଅଧୀର ରଂଜନ,ଶର୍ମିଳା ଦେଲେ ଅଗ୍ନିପରୀକ୍ଷା

ଚତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ । ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମତଦାନ post image

ଚତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ । ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମତଦାନ

୧୫ ତାରିଖରେ ଓଡିଶାରେ କେନ୍ଦ୍ରୀୟ ନେତା କରିବେ ହାଇଭୋଲଟେଜ ପ୍ରଚାର । ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେପି ନେତା ଅମିତ୍ ଶାହା post image

୧୫ ତାରିଖରେ ଓଡିଶାରେ କେନ୍ଦ୍ରୀୟ ନେତା କରିବେ ହାଇଭୋଲଟେଜ ପ୍ରଚାର । ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେପି ନେତା ଅମିତ୍ ଶାହା

ସବସ୍କ୍ରାଇବ କରନ୍ତୁ