କନକ ବ୍ୟୁରୋ : ଧଳସାମନ୍ତ ବ୍ରଦର୍ସ ସାମ୍ରାଜ୍ୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର । ଡି-ବ୍ରଦର୍ସଙ୍କ ଆର୍ଥିକ କାରବାର ଉପରେ ଇଡିର ଆଖି ପଡିଛି । ଆଜି ଇଡିର ଅଧିକାରୀମାନେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ପୈତୃକ ବାସଭବନରେ ରେଡ କରିଛି । ଏହାସହ ସେମାନଙ୍କ ତାନ୍ତିଆ କନଷ୍ଟ୍ରକସନ୍ର କଟକ ଅଫିସ ଓ କୋଲକାତା ଅଫିସରେ ଛାପା ମାରିଛନ୍ତି ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ । ପୂର୍ବରୁ ଦୁଇ ଭାଇଙ୍କୁ ଜେଲ ଭିତରେ ଜେରା କରିଛି ଇଡି ।
ଡି-ବ୍ରଦର୍ସ ସାମ୍ରାଜ୍ୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର ! ପୈତୃକ ବାସଭବନ ସମେତ ୩ଟି ସ୍ଥାନରେ ଇଡିର ରେଡ
/kanak/media/post_attachments/wp-content/uploads/2017/03/hh.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)