କନକ ବ୍ୟୁରୋ : ବାତ୍ୟା ଫୋନି ନେଇ ଇଷ୍ଟକୋଷ୍ଟ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର । ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦/୨୩୦୧୫୨୫/୨୩୦୧୬୨୫,ଖୋର୍ଦ୍ଧାରୋଡ଼ ପାଇଁ -୦୬୭୪-୨୪୯୦୦୧୦/୨୪୯୨୫୧୧/୨୪୯୨୬୨୧, କଟକ ପାଇଁ ୦୬୭୧-୨୨୦୧୮୬୫, ବ୍ରହ୍ମପୁର-୦୬୮୦-୨୨୨୯୬୩୨, ଭଦ୍ରକ ପାଇଁ ୦୬୭୮୧-୨୩୦୮୨୭, ସମ୍ବଲପୁର-୦୬୬୩-୨୫୩୨୨୩୦/୨୫୩୩୦୩୭/୨୫୩୨୩୦୨ ନମ୍ବର ଜାରି କରାଯାଇଛି ।
ସେପଟେ ଏସଆରସିଙ୍କ ସଦ୍ୟ ସୂଚନା ଅନୁସାରେ ଆସନ୍ତାକାଲି ସକାଳ ୮ଟାରୁ ୧୦ ଭିତରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ଫୋନି । ଦିନ ୧୨ ଯାଏଁ ଲ୍ୟାଣ୍ଡଫଲ ପ୍ରକିୟା ଜାରି ରହିବ । ଏସଆରସିଙ୍କ ସଦ୍ୟ ସୂଚନା ଅନୁସାରେ ବର୍ଷାର ପରିମାଣ ଅଧିକରୁ ଅଧିକ ହେବ ସହ ପ୍ରବଳ ଜୋରରେ ପବନ ବହିବ । ବାତ୍ୟା ଫୋନି ସ୍ଥଳଭାଗ ଛୁଇଁବା ସମୟରେ ପରିବର୍ତ୍ତନ ହେବାରୁ ସ୍ଥାନାନ୍ତରଣ ପକ୍ରିୟାକୁ ଆହୁରି ଜୋରଦାର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/3.jpg)