କନକ ବ୍ୟୁରୋ : ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଶୀମନ୍ଦିରର ଦୋଳବେଦୀରେ ଫଗୁ ଖେଳିବେ ଶ୍ରୀଜୀଉ । ରାତିରେ ମହାପ୍ରଭୁ ସୁନାବେଶରେ ସଜାଇ ହେବ । ଏପଟେ ଘର ଘର ବୁଲି ଦୋଳ ବିମାନରେ ଭୋଗ ଖାଉଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ । ଆସନ୍ତାକାଲି ଭାଇଚାରାର ପର୍ବ ହୋଲି । ନାନା ରଙ୍ଗରେ ସହ ଫଗୁରେ ଭିଜିବେ ସମସ୍ତେ ।
ଆଜି ପବିତ୍ର ଦୋଳପୂର୍ଣ୍ଣିମା : ଶ୍ରୀମନ୍ଦିରରେ ଦୋଳବେଦୀରେ ଫଗୁ ଖେଳିବେ ଶ୍ରୀଜୀଉ
/kanak/media/post_attachments/wp-content/uploads/2017/03/dola-jatra1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)