ବିଗତ ଦିନର ଲୋକପ୍ରିୟ ଅଭିନେତା ଦିଲୀପ କୁମାର ଏବେ ଫେସବୁକରେ ! ଶେୟାର କଲେ ଭିଡିଓ

ବିଗତ ଦିନର ଲୋକପ୍ରିୟ ଅଭିନେତା ଦିଲୀପ କୁମାର ଏବେ ଫେସବୁକରେ ! ଶେୟାର କଲେ ଭିଡିଓ

ବିଗତ ଦିନର ଲୋକପ୍ରିୟ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ନାହିଁ । ତେଣୁ ତାଙ୍କର ପ୍ରଶଂସକମାନେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଚାହାନ୍ତି । ସେଥିିପାଇଁ ଦିଲୀପ କୁମାର ଏବେ ସୋସିଆଲ ମିଡିଆରେ ଯୋଡି ହୋଇଛନ୍ତି ।

ସୋସିଆଲ ନେଟୱର୍କିଂ ସାଇଟ ଫେସବୁକ ଜରିଆରେ ଏବେ ଦିଲୀପ କୁମାର ତାଙ୍କ ପ୍ରଶଂସକଙ୍କ ସହ ଯୋହି ରହିବେ । ନିକଟରେ ଦିଲୀପ କୁମାର ପତ୍ନୀ ସାୟରା ବାନୋଙ୍କ ସହ ଏକ ଭଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ସାଇରା ବାନୋଙ୍କ ସହ ଚା’ ପିଉଛନ୍ତି । ଭିଡିଓକୁ ସେ ତାଙ୍କର ଅଫିସିଆଲ ଫେସବୁକ ଆକାଉଣ୍ଟରେ ଶେୟାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe