କନକ ବ୍ୟୁରୋ : ସାଧାରଣ ବର୍ଗଙ୍କ ପାଇଁ ଦିଗପହଣ୍ଡି ବିଧାନସଭ ଆସନ ସଂରକ୍ଷିତ । ଦିଗପହଣ୍ଡି ବ୍ଳକ୍, ଦିଗପହଣ୍ଡି ଏନଏସି ଏବଂ କୁକୁଡାଖଣ୍ଡି ବ୍ଳକର ୧୬ଟି ପଂଚାୟତକୁ ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗଠିତ । ଦିଗପହଣ୍ଡିରେ ଭୋଟ ଦେଉଛନ୍ତି ଭୋଟର । ବିଧାୟକ ବାଛିବା ପାଇଁ ଆରମ୍ଭ ହୋଇଯାଇଛି ମତଦାନ ।
୨୦୧୯ର ଲଢେଇ
ବିଜେଡି: ସୂର୍ଯ୍ୟନାରାୟଣ ପାତ୍ର
କଂଗ୍ରେସ: ପ୍ରଫୁଲ୍ଲ କୁମାର ପଣ୍ଡା
ବିଜେପି: ପିଙ୍କି ପ୍ରଧାନ
ବିଜେଡି: ସୂର୍ଯ୍ୟନାରାୟଣ ପାତ୍ର
- ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ
- ଦକ୍ଷିଣ ଓଡିଶାର ହେବିୱେଟ୍ ନେତା
- ୧୯୯୦ରୁ ଲଗାତର ବିଧାୟକ ରହିଛନ୍ତି
- ମୋହନାରୁ ୪ଥର ଏବଂ ଦିଗପହଣ୍ଡିରୁ ୨ ଥର ବିଧାୟକ
- ରାଜସ୍ୱ, ସମବାୟ, ଯୋଗାଣ ମନ୍ତ୍ରୀ ରହିଛନ୍ତି
କଂଗ୍ରେସ: ପ୍ରଫୁଲ୍ଲ କୁମାର ପଣ୍ଡା
- କଂଗ୍ରେସର ନୂଆ ଚେହେରା
- ପୂର୍ବରୁ ବିଧାନସଭା ନିର୍ବାଚନ ଲଢିନାହାଁନ୍ତି
- ପ୍ରଥମେ ବିସ୍ମୟ ମହାପାତ୍ରଙ୍କ ନାଁ ଘୋଷଣା ହୋଇଥିଲା, ପରେ ବଦଳିଲା
ବିଜେପି: ପିଙ୍କି ପ୍ରଧାନ
- ଓଲିଉଡ୍ ଅଭିନେତ୍ରୀ
- ଟିଭି ସିରିଏଲ୍, ଫିଲ୍ମରେ ଅଭିନୟ କରିଛନ୍ତି
- ଓଲିଉଡ ଏବଂ ଟିଭି ଜଗତର ଜଣାଶୁଣା ଚେହେରା
- ହିଂଜିଳିରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିବାକୁ ଆଗ୍ରହୀ ଥିଲେ
ମୈଦାନରେ ମହିଳା ପ୍ରାର୍ଥୀ
- ପିଙ୍କି ପ୍ରଧାନ ( ବିଜେପି)
ମୁହାଁମୁହିଁ ପ୍ରାର୍ଥୀ
- ସୂର୍ଯ୍ୟନାରାୟଣ ପାତ୍ର ୧୯୯୦ରୁ ୨୦୧୪ ଯାଏଁ ୬ ଥର ବିଧାୟକ ।
- ୧୯୯୦ରୁ ମୋହନା ଏବଂ ୨୦୦୯ ଏବଂ ୨୦୧୪ରେ ଦିଗପହଣ୍ଡିରୁ ବିଧାୟକ
- ୬ ଥର ବିଧାୟକ ଏବଂ ମନ୍ତ୍ରୀ ଅଛନ୍ତି
- କଂଗ୍ରେସର ପ୍ରପୁଲ୍ଲ କୁମାର ପଣ୍ଡା ନୂଆ ଚେହେରା
- ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ
- ପୂର୍ବରୁ ବିଧାନସଭା ନିର୍ବାଚନ ଲଢିନାହାଁନ୍ତି ପିଙ୍କି ପ୍ରଧାନ ଏବଂ ପ୍ରଫୁଲ୍ଲ କୁମାର ପଣ୍ଡା
ଦିଗପହଣ୍ଡି ବିଧାନସଭା ଆସନ
- ୧୯୯୦ ପରଠାରୁ ଜନତା ଦଳ ଏବଂ ପରେ ବିଜେଡିର ଗଡ
- ସୂର୍ଯ୍ୟନାରାୟଣ ପାତ୍ର- ୨୦୦୯ ଏବଂ ୨୦୧୪ରେ ଦିଗପହଣ୍ଡିରୁ ବିଧାୟକ
- ଦିଗପହଣ୍ଡିରେ ୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି
- ବିଜେଡି-୪ ଟି ଏବଂ କଂଗ୍ରେସ ଦଖଲରେ ଗୋଟିଏ ଜିଲ୍ଲା ପରିଷଦ ।
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୮ ହଜାର ୨୪୪
- ମତ ଦେଇଥିଲେ – ୧ ଲକ୍ଷ ୨୮ ହଜାର ୪୬୬
- ଭୋଟଦାନ ହାର – ୬୮.୨୪%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ସୂର୍ଯ୍ୟନାରାୟଣ ପାତ୍ର ବିଜେଡି ୭୮,୯୪୯ ୬୧.୪୬% ବିଜୟୀ
ଶାକା ସୁଜିତ୍ କୁମାର କଂଗ୍ରେସ ୩୩,୦୫୨ ୨୫.୭୩% ପରାସ୍ତ
ବିଜୟ କୁମାର ସ୍ୱାଇଁ ବିଜେପି ୭,୭୭୧ ୬.୦୫% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ସୂର୍ଯ୍ୟନାରାୟଣ ପାତ୍ର
ଦଳ - ବିଜେଡି
ଭୋଟ - ୭୮,୯୪୯
ପ୍ରତିଶତ - ୬୧.୪୬%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ବିଜୟ କୁମାର ସ୍ୱାଇଁ
ଦଳ - ବିଜେପି
ଭୋଟ - ୭,୭୭୧
ପ୍ରତିଶତ - ୬.୦୫%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଶାକା ସୁଜିତ୍ କୁମାର
ଦଳ - କଂଗ୍ରେସ
ଭୋଟ - ୩୩,୦୫୨
ପ୍ରତିଶତ - ୨୫.୭୩%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ସୂର୍ଯ୍ୟନାରାୟଣ ପାତ୍ର ଜିତିଥିଲେ
- ୭୮ ହଜାର ୯୪୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଶାକା ସୁଜିତ୍ କୁମାରଙ୍କୁ ପରାସ୍ତ କରିଥିଲେ
- ୪୫ ହଜାର ୮୯୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ବିଜେପି ପ୍ରାର୍ଥୀ ବିଜୟ କୁମାର ସ୍ୱାଇଁ ଅମାନତ୍ ହରାଇଥିଲେ ।
- ସିପିଏମ୍, ସମତାକ୍ରାନ୍ତି ଏବଂ ଆମ ଆଦମୀ ପ୍ରାର୍ଥୀ ବି ଅମାନତ୍ ହରାଇଥିଲେ ।
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୫ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୮ ହଜାର ୧୪୨
- ମତ ଦେଇଥିଲେ – ୧ ଲକ୍ଷ ୦୫ ହଜାର ୬୨୪
- ଭୋଟଦାନ ହାର – ୬୨.୮୨%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ସୂର୍ଯ୍ୟନାରାୟଣ ପାତ୍ର ବିଜେଡି ୬୫,୨୧୯ ୬୧.୭୫% ବିଜୟୀ
ଭି.ରବିନାରାୟଣ ରାଜୁ କଂଗ୍ରେସ ୩୨,୪୫୬ ୩୦.୭୩% ପରାସ୍ତ
ଶ୍ରୀଧର ଦେବ ବିଜେପି ୪,୧୧୯ ୩.୯୦% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ସୂର୍ଯ୍ୟନାରାୟଣ ପାତ୍ର
ଦଳ - ବିଜେଡି
ଭୋଟ - ୬୫,୨୧୯
ପ୍ରତିଶତ - ୬୧.୭୫%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଶ୍ରୀଧର ଦେବ
ଦଳ - ବିଜେପି
ଭୋଟ - ୪,୧୧୯
ପ୍ରତିଶତ - ୩.୯୦%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଭି.ରବିନାରାୟଣ ରାଜୁ
ଦଳ - କଂଗ୍ରେସ
ଭୋଟ - ୩୨,୪୫୬
ପ୍ରତିଶତ - ୩୦.୭୩%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ସୂର୍ଯ୍ୟନାରାୟଣ ପାତ୍ର ବିଜୟୀ ହୋଇଥିଲେ
- ୬୫ ହଜାର ୨୧୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଭି.ରବିନାରାୟଣ ରାଜୁଙ୍କୁ ପରାସ୍ତ କରିଥିଲେ
- ୩୨ ହଜାର ୭୬୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ସୂର୍ଯ୍ୟ ପାତ୍ର
- ବିଜେପି ପ୍ରାର୍ଥୀଙ୍କ ସମେତ ୩ଜଣ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବଦଳିଥିଲେ ।
- ବିଜେପି ପ୍ରାର୍ଥୀ ଶ୍ରୀଧର ଦେଓଙ୍କ ସ୍ଥାନରେ ବିଜୟ କୁମାର ସ୍ୱାଇଁ ପ୍ରାର୍ଥୀ ହୋଇଥିଲେ
- ଭି. ରବିନାରାୟଣ ରାଜୁଙ୍କ ବଦଳରେ ଶାକା ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ