ଢେଙ୍କାନାଳ : ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଫ୍ୟାନ ଖସି ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ

Advertisment
ଢେଙ୍କାନାଳ : ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଫ୍ୟାନ ଖସି ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ

କନକ ବ୍ୟୁରୋ : ବିଦ୍ୟାଳୟ ଶ୍ରେଣୀଗୃହରେ ଖସିପଡିଲା ଫ୍ୟାନ । ଢେଙ୍କାନାଳ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଫ୍ୟାନ ପଡିଯିବାରୁ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଶ୍ରେଣୀଗୃହରେ ଫ୍ୟାନ ପଡିଯିବା ଯୋଗୁଁ ଏଥଇରେ ଦଶମ ଶ୍ରେଣୀ ଛାତ୍ରୀ ମିଲି ସେଠୀ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe