ଥ୍ରୀଡି ରେ ଆସିବ ସଂଜୟ ଲୀଲା ଭଂସାଲିଙ୍କ ଲୋକପ୍ରିୟ ସିନେମା "ଦେବଦାସ' !

ଥ୍ରୀଡି ରେ ଆସିବ ସଂଜୟ ଲୀଲା ଭଂସାଲିଙ୍କ ଲୋକପ୍ରିୟ ସିନେମା "ଦେବଦାସ' !

photo courtesy -https://inheadline.com

ସିନେ ନିର୍ମାତା ସଂଜୟ ଲୀଲା ଭଂସାଲିଙ୍କ ଲୋକପ୍ରିୟ ତଥା ହିଟ୍ ସିନେମା "ଦେବଦାସ'କୁ ନେଇ ଆସିଛି ନୂଆ ଖବର । ଜୁଲାଇ ୧୨ରେ ସିନେମା ରିଲିଜର ୧୫ବର୍ଷ ପୂର୍ତ୍ତିି କରିବାକୁ ଯାଉଛି । ଏହି ଅବସରରେ ସିନେମାର ଥ୍ରୀଡି ଭର୍ସନ ରିଲିଜ କରାଯିବ ବୋଲି ସୂଚନା ମଳିଛି । ୱାଲ୍ଡୱାଇଡରେ, ଦେବଦାସର ଥ୍ରୀଡି ଭର୍ସନ ରିଲିଜ କରାଯିବା ନେଇ ସୂଚନା ଦେଇଛନ୍ତି ସଂଜୟ ଲୀଲା ଭସାଂଲି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe