ରିଲିଜ୍ ହୋଇଛି ମିଷ୍ଟର୍ ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ଆଗାମୀ ସିନେମା ‘ଦଙ୍ଗଲ’ର ଆଉ ଏକ ଗୀତ । ଯାହାର ମୁଖଡା ରହିଛି ‘ଧାକଡ ଛୋରୀ’ । ଗୀତରେ ମହାବୀର ସିଂହ ଫୋଗଟଙ୍କ ଭୂମିକାରେ ଅଭିନୟ କରୁଥିବା ଆମୀର ତାଙ୍କ ଦୁଇ ଝିଅଙ୍କୁ ରେସଲର ବନାଇବାକୁ ଉତ୍ସାହ ପ୍ରଦାନ କରୁଥିବା ନଜର ଆସିଛି । କିପରି ଦୁଇ ଝିଅ ଦିନ ରାତି ଏକ ପରି ପରିଶ୍ରମ କରୁଛନ୍ତି ତାହା ଏହି ଗୀତରେ ସ୍ଥାନ ପାଇଛି । ଏହି ଗୀତକୁ ନୀଜ କଣ୍ଠରେ ସଜାଇଛନ୍ତି ରପ୍ତାର । ଆସନ୍ତା ଡିସେମ୍ବର ୨୩ ତାରିଖରେ ରିଲିଜ୍ ହେବ ‘ଦଙ୍ଗଲ’ ।
ରିଲିଜ୍ ହେଲା ଆମୀର ଖାନଙ୍କ ଆଗାମୀ ସିନେମା ‘ଦଙ୍ଗଲ’ର ଆଉ ଏକ ଗୀତ
/kanak/media/post_attachments/wp-content/uploads/2016/10/dangal-hd-images.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)