କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟକୁୁ ନେଇ ଦାମଙ୍କ କଟାକ୍ଷ !

ବିଧାୟକଙ୍କ ଦରମା ବୃଦ୍ଧି ନେଇ ବୟାନବାଜୀ ଆରମ୍ଭ ! ଦାମଙ୍କ ଅଜବ ଯୁକ୍ତି, ସମସ୍ତଙ୍କୁ ବଢୁଛି ଆମର ବଢିଲା

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ମମତା ଓ ନବୀନଙ୍କ ସାକ୍ଷାତ ନେଇ ଧର୍ମେନ୍ଦ୍ରଙ୍କ କଟାକ୍ଷ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦାମ । ଦାମ କହିଛନ୍ତି, ମମତା ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ । ନବୀନଙ୍କ ସହ ସାକ୍ଷାତ ସୌଜନ୍ୟମୂଳକ ସାକ୍ଷାତ ଥିଲା । ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରି ନିମ୍ନମାନର ମାନସିକତା ପ୍ରଦର୍ଶନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe