କନକ ବ୍ୟୁରୋ : ବେଆଇନ ଗୋମାଂସ ଚାଲାଣ । ଗୋମାଂସ ବୋଝେଇ ଟାଟା ଏସି ଗାଡି ଜବତ । କଟକ ଭାଣପୁର ନିକଟରେ ଗାଡିକୁ ଜବତ କରିଛନ୍ତି ସ୍ଥାନୀୟ ଲୋକେ । ନିଆଳୀରୁ ବେଆଇନ୍ ଭାବେ ଏହି ଗୋରୁମାଂସ କଲିକତା ଯାଉଥିଲା ବୋଲି ସୂଚନା ମିଳିଛି ।
ସ୍ଥାନୀୟ ଅଂଚଳରେ ଏହାକୁ ଉତ୍ତେଜନା ଦେଖାଦେଇଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ । ତେଣୁ ଏଭଳି ବେଆଇନ ଗୋମାଂସ ଚାଲାଣକୁ ରୋକିବା ସହ ଏହି କାର୍ଯ୍ୟରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/c-1.jpg)