ବାଦାମବାଡିରେ ପୁଣି ବୋମାମାଡ ! ଅଟୋ ଉପରେ ପଡିଲା ବୋମା, ଜଣେ ଆହତ

Advertisment
ରାତି ଅଧରେ ଦୁର୍ବୃତ୍ତଙ୍କ ଆତଙ୍କ ! ରାଜଧାନୀ ଉପକଣ୍ଠ ରଙ୍ଗମାଟିଆରେ ବୋମାମାଡ, ଚକେଇସିଆଣିରେ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ

image courtesy-indiablooms

କନକ ବ୍ୟୁରୋ : ପୂଜା ମୋହୌଲ ଓ ରାବଣ ପୋଡି ଉତ୍ସବ ଭିତରେ ଆଜି ପୁଣି କଟକରେ ଫୁଟିଛି ବୋମା । ବାଦାମବାଡି ପୂଜା ମଣ୍ଡପ ଠାରେ ମେଲୋଡି କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୋମା ମାଡ ହୋଇଛି । ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ବୋମା ମାଡ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବାଦାମବାଡି ପୂଜା ମଣ୍ଡପ ନିକଟ ଏକ ଅଟୋ ଉପରେ ବୋମା ପଡିଥିବା ସୂଚନା ମିଳିଛି । ଗତରାତିର ବୋମା ମାଡକୁ ମିଶାଇ ୨ ମାସ ଭିତରେ ୭ରୁ ୮ ଥର ବୋମା ମାଡ ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ଛାନଭିନ୍ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe