CBI Photograph: (KanakNews)
କନକ ବ୍ୟୁରୋ : ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା । ସିବିଆଇକୁ ହସ୍ତାନ୍ତର ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଶ ମିଶ୍ରଙ୍କ ଆସିଛି ପତିକ୍ରୀୟା । କହିଲେ, ବଡ଼ ନେଟୱର୍କ ରହିଛି । ଯେହେତୁ ସିବିଆଇ ମାମଲାର ତଦନ୍ତ କରିବ, ସେମାନେ ଯେତେବେଳେ ଆସିବେ ଆମେ ତାଙ୍କୁ ଅପ୍ଡେଟ କେସ୍ ରେକର୍ଡ ହସ୍ତାନ୍ତର କରିବୁ । ଏହାପଛରେ ବଡ଼ ଧରଣର ଆନ୍ତଃରାଜ୍ୟ ଲିଙ୍କ୍, ବଡ଼ ଷଡ଼ଯନ୍ତ୍ର, ଏବଂ ମନି ଟ୍ରଲ୍ ରହିଛି । ସେହି କାରଣରୁ ରାଜ୍ୟ ସରକାର ଏହାକୁ ସିବିଆଇ ତଦନ୍ତ କରିବାକୁ କହିଛନ୍ତି। ଯେହେତୁ ସିବିଆଇର ସମ୍ପୂର୍ଣ୍ଣ ଭାରତରେ ତଦନ୍ତ କରିବାର କ୍ଷମତା ରହିଛି ତେଣୁ ଷଡ଼ଯନ୍ତ୍ର ଦିଗକୁ ଭଲ ଭାବେ ସେମାନେ ତଦନ୍ତ କରିବେ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ସିବିଆଇ ତଦନ୍ତ କରି ଦୋଷୀମାନଙ୍କ ପାଖରେ ପହଞ୍ଚିବେ।
ଇ-କେୱାଇସି କରିନଥିଲେ କାଲିଠୁ ମିଳିବନି ରାସନ, ଆଜି ଇକେୱାଇସି ଅପ୍ଡେଟ୍ ର ଶେଷ ଦିନ
କେବଳ ବିଜୟନଗରମ କିମ୍ବା ଦୀଘା ମୋଡୁଲ ନୁହେଁ , ଏହା ପଛରେ ଅନେକ ମୋଡୁଲ ରାହିଥାଇପରେ ବୋଲି ଡିଜି ସଂକେତ ଦେଇଛନ୍ତି । ସିବିଆଇ ନେଲା ପରେ ସେମାନେ ଏ ସବୁକୁ କାଢ଼ିବେ । ଯେତିକି ପ୍ରମାଣ ଆମେ ପାଉଛୁ ସେତିକି ତଥ୍ୟ ଆମେ କହୁଚୁ । ଅନୁମାନ କରି କହିବା ମାମଲାକୁ ହାନି ପହଞ୍ଚାଇପରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/media_files/2025/10/31/27-2025-10-31-11-11-41.jpg)